Posts

Showing posts from February 6, 2024

Matrubhasha o lokasikshya- ମାତୃଭାଷା ଓ ଲୋକଶିକ୍ଷା -CLASS-X- ସଂକ୍ଷିପ୍ତ ପ୍ରଶ୍ନୋତ୍ତର

Image
  ମାତୃଭାଷା ଓ ଲୋକଶିକ୍ଷା             - ଶ୍ରୀଯୁକ୍ତ ଗୋଲୋକ ବିହାରୀ ଧଳ 1.         ' ମାତୃଭାଷା ଓ ଲୋକଶିକ୍ଷା '  ପ୍ରବନ୍ଧ ର ପ୍ରାବନ୍ଧିକ କିଏ  ? ଉ:- ଶ୍ରୀଯୁକ୍ତ   ଗୋଲୋକବିହାରୀ ଧଳ 2.         ପ୍ରାବନ୍ଧିକଙ୍କ କେଉଁ ମୂଳ ପୁସ୍ତକ ରୁ ' ମାତୃଭାଷା ଓ ଲୋକଶିକ୍ଷା ' ପ୍ରବନ୍ଧ କୁ ଉଦ୍ଧାର କରାଯାଇଛି  ? ଉ:- ‘ ଓଡ଼ିଆ କେବେ ’ ପୁସ୍ତକ ରୁ 3.         ପ୍ରାବନ୍ଧିକ ଗୋଲୋକ ବିହାରୀ ଧଳଙ୍କ ଜନ୍ମସ୍ଥାନ ର ନାମ କଣ  ? ଉ:- ‘ଗଞ୍ଜେଇଡିହ’ 4.         ସେ ଓଡିଶାର କେଉଁ ଜିଲ୍ଲା ରେ ଜନ୍ମ ଗ୍ରହଣ କରିଥିଲେ  ? ଉ:- ‘ଢେଙ୍କାନାଳ’   ଜିଲ୍ଲା ରେ 5.         ଆମ ଦେଶ ରେ ଭାଷା ସମସ୍ୟା କହିଲେ ଲୋକେ କେଉଁ କଥା କୁ ବୁଝିଥାନ୍ତି   ବୋଲି ପ୍ରବନ୍ଧରେ କୁହାଯାଇଛି  ? ଉ:- ‘ହିନ୍ଦୀ ଓ ଇଂରାଜୀ ଭାଷା ର ବିବାଦ କଥା’ କୁ 6.         କେଉଁ   ଭାଷା   କୁ ଜନତା ର ପ୍ରଥମ ପ୍ରୟୋଜନ ବୋଲି ପ୍ରାବନ୍ଧିକ କହିଛନ୍ତି  ? ଉ:- ‘ଆଞ୍ଚଳିକ ଭାଷା’   କୁ 7.         କେଉଁ ମହାନ୍ ପୁରୁଷ ବିଦେଶୀ ବର୍ଜନ କରି ସ୍ୱଦେଶୀ ବ୍ୟବହାର କରିବାର ଡାକରା ଦେଇଥିଲେ ଉ:- ମହାତ୍ମା ଗାନ୍ଧୀ     8.         ହିନ୍ଦୀ କେନ୍ଦ୍ର ଭାଷା ଓ ଆଞ୍ଚଳିକ ଭାଷା ରାଜ୍ୟ ଭାଷା ହେବ ବୋଲି କିଏ   ଇଚ୍ଛା ପ୍ରକାଶ କରିଥିଲେ  ? ଉ:- ମହାତ୍ମା   ଗାନ୍ଧୀ 9.         ଗାନ୍ଧିଜୀ ମାତୃଭାଷା କୁ କିଭଳି ମନେ କରୁଥିଲେ  ? ଉ:- ‘ମାତୃ ସ