Odia Sahitya Katha- ଓଡ଼ିଆ ସାହିତ୍ୟ କଥା -CLASS-X- ସଂକ୍ଷିପ୍ତ ପ୍ରଶ୍ନୋତ୍ତର
.png)
ଓଡ଼ିଆ ସାହିତ୍ୟ କଥା - ଓଡ଼ିଆ ସିଲାବସ୍ କମିଟି 1. କେଉଁ ନିୟମ ବଳରେ ଇଂରେଜ୍ ମାନେ ଓଡିଶା ର କୃଷକ ଓ ଜମିଦାର ମାନଙ୍କ ର ଜମି କୁ ହସ୍ତାନ୍ତର କରି ନେଉଯାଉଥିଲେ ? ଉ:- ' ସୂର୍ଯ୍ୟାସ୍ତ ନିୟମ ' ବଳରେ 2. ଖ୍ରୀଷ୍ଟିଆନ୍ ମିଶିନାରିଆନ୍ ମାନେ କେଉଁ ମସିହା ରୁ ଓଡିଶା ରେ ବିଦ୍ୟାଳୟ ସବୁ ପ୍ରତିଷ୍ଠା କରି ଶିକ୍ଷା ଦେବା ଆରମ୍ଭ କରିଥିଲେ ? ଉ:- ୧୮୨୨ ମସିହା ରୁ 3. ନ ' ଅଙ୍କ ଦୁର୍ଭିକ୍ଷ କେଉଁ ମସିହାରେ ଦେଖାଦେଇଥିଲା ? ଉ:- ୧୮୬୬ ମସିହା ରେ 4. ' ଉତ୍କଳ ଦୀପିକା ' ର ସମ୍ପାଦକ କିଏ ଥିଲେ ? ଉ:- ଗୌରୀଶଙ୍କର ରାୟ 5. ଏହା କେଉଁ ମସିହାରେ ସମ୍ପାଦିତ ହୋଇଥିଲା ? ଉ:- ୧୮୬୬ ମସିହା ରେ 6. ' ବାଲେଶ୍ୱର ସମ୍ବାଦ ବାହିକା ' ପତ୍ରିକା କେଉଁ ମସିହା ରେ ପ୍ରକାଶିତ ହୋଇଥିଲା ? ଉ:- ୧୮୬୮ ମସିହା ରେ 7. କେଉଁ ମସିହା ରେ ' ମୁକୁର ' ପତ୍ରିକା...