Naren ru Bibekananda- ନରେନ୍ ରୁ ବିବେକାନନ୍ଦ -CLASS-X- ସଂକ୍ଷିପ୍ତ ପ୍ରଶ୍ନୋତ୍ତର
.png)
ନରେନ୍ ରୁ ବିବେକାନନ୍ଦ - ଶ୍ରୀକୁକ୍ତ ଶରତ କୁମାର ମହାନ୍ତି 1. ଏହି ପ୍ରବନ୍ଧ ର ପ୍ରାବନ୍ଧିକ କିଏ ? ଉ:- ଶ୍ରୀଯୁକ୍ତ ଶରତ କୁମାର ମହାନ୍ତି 2. ଏହି ପ୍ରବନ୍ଧ ଟି କେଉଁ ମୂଳ ପୁସ୍ତକ ରୁ ଗ୍ରହଣ କରାଯାଇଛି ? ଉ:- ‘ ଛତ୍ରପତି ଶିବାଜୀ’ ମୂଳ ପୁସ୍ତକ ରୁ 3. ଓଡିଶା ର କେଉଁ ଜିଲ୍ଲା ରେ ତାଙ୍କର ଜନ୍ମ ହୁଏ ? ଉ:- ‘ କଟକ’ ଜିଲ୍ଲା ରେ 4. ତାଙ୍କ ଜନ୍ମ ସ୍ଥାନ ର ନାମ କଣ ? ଉ:- ଟାଙ୍ଗୀ ନିକଟବର୍ତ୍ତୀ ‘ଜରିପଡା’ ଗ୍ରାମ 5. ଶ୍ରୀରାମକୃଷ୍ଣ ବିଦା...