Posts

Showing posts from February 11, 2024

Kantakabi Laxmikanta Mahapatra କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର -CLASS-X- ସଂକ୍ଷିପ୍ତ ପ୍ରଶ୍ନୋତ୍ତର

Image
  କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର -ପରିମାର୍ଜିତ ସମ୍ପାଦନା ମଣ୍ଡଳୀ 1.          କାନ୍ତ କବି ଲକ୍ଷ୍ମୀକାନ୍ତ ମହାପାତ୍ର ଙ୍କ ଜନ୍ମ ସ୍ଥାନ ର ନାମ କଣ  ? ଉ:- ଧୁଆଁପତ୍ରିଆ ଗଲି ର ‘ବାଖରାବାଦ୍’ 2.          ଓଡିଶା ର କେଉଁ ଜିଲ୍ଲା ରେ ସେ ଜନ୍ମ ଗ୍ରହଣ କରିଥିଲେ  ? ଉ:- ‘କଟକ’ ଜିଲ୍ଲା ରେ 3.          ତାଙ୍କ ପିତାଙ୍କ ନାମ କଣ ଥିଲା  ? ଉ:- ‘ଚୌଧୁରୀ ଭାଗବତ ପ୍ରସାଦ ସାମନ୍ତ ରାୟ ମହାପାତ୍ର’ ଥିଲା 3.          ତାଙ୍କ ପିତାଙ୍କ ନାମ କଣ ଥିଲା  ? ଉ:- ‘ଚୌଧୁରୀ ଭାଗବତ ପ୍ରସାଦ ସାମନ୍ତ ରାୟ ମହାପାତ୍ର’ ଥିଲା 4.          ତାଙ୍କ ପିତା କେଉଁ ସହର ରେ ବାସ କରୁଥିଲେ  ? ଉ:- ‘ ଭଦ୍ରକ୍ ’ ସହର ରେ 5.          ତାଙ୍କ ପିତାଙ୍କ ବୃତ୍ତି କଣ ଥିଲା  ? ଉ:- ‘ ଜମିଦାରି ’ ବୃତ୍ତି 6.          ତାଙ୍କ ମାତାଙ୍କ ନାମ କଣ ଓ ସେ କେଉଁଠିକାର ଜମିଦାର ଙ୍କ କନ୍ୟା ଥିଲେ  ? ଉ:- ରାଧାମଣି , କଣ୍ଟାପଡା ର କନ୍ୟା ଥିଲ...