Posts

Showing posts from February 26, 2024

Katha- କାଠ -CLASS-X- ସଂକ୍ଷିପ୍ତ ପ୍ରଶ୍ନୋତ୍ତର

Image
  କାଠ -ବସନ୍ତ କୁମାର ଶତପଥୀ   1.       ' କାଠ ' ଗଳ୍ପ ର ଗାଳ୍ପିକଙ୍କ ନାମ କଣ  ?             ଉ:-    ବସନ୍ତ କୁମାର ଶତପଥୀ   2.       ଗାଳ୍ପିକ ବସନ୍ତ କୁମାର ଶତପଥୀ ଓଡିଶା ର କେଉଁ ଜିଲ୍ଲା ରେ ଜନ୍ମ ଗ୍ରହଣ କରିଥିଲେ  ?              ଉ:-    ମୟୁରଭଞ୍ଜ ଜିଲ୍ଲା ରେ 3.       ଗାଳ୍ପିକ ବସନ୍ତ କୁମାର ଶତପଥୀଙ୍କ ଜନ୍ମସ୍ଥାନ ର ନାମ କଣ  ?              ଉ:-    ବାରିପଦା ର ‘ ପାନ୍ଧଡା ’ ଗ୍ରାମ 4.       ଗାଳ୍ପିକ ବସନ୍ତ କୁମାର ଶତପଥୀ କେଉଁ ପୁସ୍ତକ ପାଇଁ ଓଡ଼ିଆ ସାହିତ୍ୟ ଏକାଡେମୀ ପୁରସ୍କାର ଲାଭ କରିଛନ୍ତି  ?              ଉ:-   ‘ ଆଣ୍ଟିରୋମାଣ୍ଟିକ୍ ’ ଗଳ୍ପ ସଂକଳନ ପାଇଁ 5.       ଗୋଦାମ୍ ରୁ କେତେ ପରିମାଣ କାଠ ଗାଳ୍ପିକ ବସନ୍ତ କୁମାର ଶତପଥୀ ଠେଲା ଗାଡି ରେ ଘରକୁ ନେଇ ଆସିଲେ  ?              ଉ:-    ଦୁଇ କୁଇଣ୍ଟାଲ୍ କାଠ 6.       ଗାଳ୍ପିକ ଗୋଦାମ୍ ରୁ ଆଣିଥିବା କାଠ କେତେ ବର୍ଷ ର ପୁରୁଣା ଥିଲା  ?              ଉ:-    ଦୁଇ ବର୍ଷ ର ପୁରୁଣା ଥିଲା 7.       ଗାଳ୍ପିକ ଗୋଦାମ୍ ରୁ ଦୁଇ କୁଇଣ୍ଟାଲ ପରିମାଣ ର କେଉଁ କାଠ ଘରକୁ ନେଇ ଆସିଥିଲେ  ?              ଉ:-    ‘ ଧଅ କାଠ ’ 8.       ଗାଳ୍ପିକ ଗୋଦାମ୍ ରୁ ଆଣିଥିବା କାଠ ର କୁଇଣ୍ଟାଲ୍ ପ୍ରତି ଦର କେତେ ଥିଲା  ?              ଉ:-    ବାର ଟଙ୍କା 9.       କମ୍ ଦାମ୍ ରେ କେଉଁ କାଠ ନେବାକୁ ଗୋଦାମ ବାଲ