Posts

Showing posts from March 3, 2024

Konarka- କୋଣାର୍କ -CLASS-X- ସଂକ୍ଷିପ୍ତ ପ୍ରଶ୍ନୋତ୍ତର

Image
  କୋଣାର୍କ - ଭଞ୍ଜ କିଶୋର ପଟ୍ଟନାୟକ  1.          ନରସିଂହ ଦେବଙ୍କୁ ଅପୂର୍ବ ଦୃଶ୍ୟ କେଉଁଠି ଦୃଶ୍ୟମାନ ହେଲା  ? ଉ:- ‘ ଚନ୍ଦ୍ରଭାଗା ’ ତଟଦେଶରେ 2.          ' ଶିବେଇ ସାନ୍ତରା ' କିଏ  ? ଉ:-ଉତ୍କଳ ର ସମ୍ରାଟ୍ ନରସିଂହ ଦେବଙ୍କ ମହାମନ୍ତ୍ରୀ 3.          ଚନ୍ଦ୍ରଭାଗା ତୀରରେ ସୂର୍ଯ୍ୟ ମନ୍ଦିର ପ୍ରତିଷ୍ଠା କରିବା କାହାର ଇଛା ଥିଲା ବୋଲି ଏକାଙ୍କିକା ରେ ଦର୍ଶା ଯାଇଛି  ?  ଉ:-ମାଁ ଛାୟା ମହାଦେବୀଙ୍କ ର ଇଚ୍ଛା ଥିଲା ବୋଲି 4.          କାହାକୁ ପୂଜା କରି ଶାମ୍ବ କୁଷ୍ଠ ବ୍ୟାଧି ରୁ ମୁକ୍ତି ପାଇଥିଲେ  ? ଉ:-ସୂର୍ଯ୍ୟଦେବଙ୍କୁ ପୂଜା କରି 5.          କାହାକୁ ସାକ୍ଷୀ ରଖି ନରସିଂହ ଦେବ ସୂର୍ଯ୍ୟମନ୍ଦିର ତିଆରି କରିବାକୁ ଶପଥ କରିଥିଲେ  ? ଉ:- ‘ ସ୍ୱୟଂ ସୂର୍ଯ୍ୟ ଦେବ ’ ଙ୍କୁ ସାକ୍ଷୀ ରଖି 6.          ମନ୍ଦିର ତୋଳାଇବାର ଦାୟିତ୍ୱ ସମ୍ରାଟ୍ କାହା ହାତରେ ଅର୍ପଣ କରିଥିଲେ  ? ଉ:-ମନ୍ତ୍ରୀ ଶିବେଇ ସାନ୍ତରା ହାତରେ 7.          ଚନ୍ଦ୍ରଭାଗା ର କେଉଁ ଗଣ୍ଡ ଉପରେ ମନ୍ଦିର ତୋଳା ହେବ ବୋଲି ମହାରାଜା ସ୍ଥିର କଲେ  ? ଉ:- ‘ ପଦ୍ମତୋଳା ’ ଗଣ୍ଡ ଉପରେ 8.          ' ବିଶୁ ମହାରଣା ' କିଏ  ? ଉ:-ବାରଶହ ବଢ଼େଇ ମାନଙ୍କ ମଧ୍ୟ ରେ ଶ୍ରେଷ୍ଠ ଶିଳ୍ପୀ 9.          ' ଧରମା ' କିଏ  ? ଉ:-ବିଶୁ ମହାରଣା ର ପୁଅ 10.     ଧରମା କେଉଁ ପ୍ରଶ୍ନ ତା ମାଁ କୁ ପଚାରିଛି  ? ଉ:-ତା ’ ବ

Phalgu-ଫ ଲ୍ ଗୁ -CLASS-X- ସଂକ୍ଷିପ୍ତ ପ୍ରଶ୍ନୋତ୍ତର

Image
  ଫ ଲ୍ ଗୁ -ମନୋରଞ୍ଜନ ଦାସ 1.          ' ଫ ଲ୍   ଗୁ '  ଏକାଙ୍କିକା କୁ କିଏ ରଚନା କରିଛନ୍ତି  ?              ଉ:-   ମନୋରଞ୍ଜନ ଦାସ 2.          ଫଲ୍ଗୁ ନାଟକରେ ଆର୍ଥିକ ସ୍ଥିତି କୁ ନେଇ   କେଉଁ   ପ୍ରକାର ପରିବାର ର ଚିତ୍ର ପ୍ରତିଫଳିତ ହୋଇ ଅ ଛି  ?              ଉ:-   ‘ ମଧ୍ୟବିତ୍ତ ପରିବାର’ର 3.          ସୁବ୍ରତ୍ ଙ୍କ ବୟସ ପାଖାପଖି କେତେ ହୋଇଥିବ ବୋଲି ନାଟ୍ୟକାର ଦର୍ଶାଇଛନ୍ତି   ?              ଉ:-   ‘ ପଇଁତିରିଶ’   ବର୍ଷ 4.          ‘ ପ୍ରୀତି’ ଚରିତ୍ର ର ପରିଚୟ କଣ  ?             ଉ:-   ତିରିଶ ବର୍ଷ ର ପ୍ରୀତି ‘ସୁବ୍ରତ ବାବୁଙ୍କ ପତ୍ନୀ’ 5.          ଆଠ ବର୍ଷ ର ବୈବାହିକ ଜୀବନ ଭିତରେ ପ୍ରୀତି କେତେଗୋଟି ସନ୍ତାନ ର ଜନନୀ ହୋଇଛନ୍ତି  ?              ଉ:-   ଦୁଇଗୋଟି ସନ୍ତାନ ର ଜନନୀ 6.          ' ଚିନୁ ' କିଏ  ?              ଉ:-   ସୁବ୍ରତ ଓ ପ୍ରୀତି ଙ୍କ ସନ୍ତାନ 7.          କାହାର ବଂଶୀର   ସୁରରେ ପୁରବୀ ର ମୂର୍ଚ୍ଛନା ଭାସିଆସୁଥିଲା  ?              ଉ:-   ‘ ଘନଶ୍ୟାମ ବାବୁଙ୍କ ମଝିଆ ପୁଅ’ ଙ୍କ ବଂଶୀର ସୁର ରେ 8.          ପ୍ରୀତି ସୁବ୍ରତ ବାବୁଙ୍କ ପାଇଁ ଶାଢ଼ୀ କାନି ରେ କଣ ବାନ୍ଧି ରଖିଥିଲେ  ?              ଉ:-   ‘ ଭଜା ଚାଉଳ’ କିଛି ବାନ୍ଧି ରଖିଥିଲେ   9.          ଦାଣ୍ଡ ରେ ମଟର୍ କାର୍ ରଖିବାରୁ    ଭଜା   ଚାଉ