Posts

Showing posts from July 8, 2024

Chilika re sayantana drushya-CLASS-X-Objectives-ଚିଲିକା ରେ ସାୟନ୍ତନ ଦୃଶ୍ୟ-ସଂକ୍ଷିପ୍ତ ପ୍ରଶ୍ନୋତ୍ତର

Image
  ଚିଲିକା ରେ ସାୟନ୍ତନ ଦୃଶ୍ୟ 1.         ' ଚିଲିକା ରେ ସାୟନ୍ତନ ଦୃଶ୍ୟ '  କବିତା ର କବି କିଏ ? ଉ - କବିବର ରାଧାନାଥ ରାୟ 2.          କେଉଁ   ତିନୋଟି ଜିଲ୍ଲା   କୁ ଲାଗି   ଚିଲିକା ଅବସ୍ଥିତ  ?              ଉ – ‘ ଖୋର୍ଦ୍ଧା ,  ପୁରୀ ଓ ଗଞ୍ଜାମ ’ ଜିଲ୍ଲା କୁ   3.          ' ଚିଲିକା ରେ ସାୟନ୍ତନ ଦୃଶ୍ୟ '  କବିତା ରେ ଚିଲିକା ର   କେଉଁ ସମୟ ର ଦୃଶ୍ୟ   ବର୍ଣ୍ଣନା କରାଯାଇଛି  ?              ଉ – ‘ ସଂନ୍ଧ୍ୟା ’ ସମୟ ର   4.          ରାଧାନାଥ ରାୟ କେଉଁ  ' ଉପାଧି '  ପ୍ରାପ୍ତ କରିଛନ୍ତି  ?              ଉ – ‘ କବିବର ’ ଉପାଧି   5.          ଓଡିଶା ର କେଉଁ ଜିଲ୍ଲା ରେ କବି ରାଧାନାଥ ରାୟ ଜନ୍ମ ଲାଭ କରିଥିଲେ  ?         ...

Mangale aila Usha-CLASS-X-Objectives-ମଙ୍ଗଲେ ଅଇଲା ଉଷା-ସଂକ୍ଷିପ୍ତ ପ୍ରଶ୍ନୋତ୍ତର

Image
ମଙ୍ଗଲେ ଅଇଲା ଉଷା 1.         ' ମଙ୍ଗଲେ ଅଇଲା ଉଷା '  କବିତା ର କବି କିଏ  ?              ଉ- ଗଙ୍ଗାଧର ମେହେର 2.        ଓଡିଆ ସାହିତ୍ୟ ଇତିହାସ ରେ କବି ଗଙ୍ଗାଧର ମେହେର ଙ୍କୁ କେଉଁ ଉପାଧି ପ୍ରଦାନ କରାଯାଇଛି  ?              ଉ- ସ୍ଵଭାବ କବି   ଉପାଧି 3.        କବି ଗଙ୍ଗାଧର ମେହେର କେଉଁ ଜିଲ୍ଲା ରେ ଜନ୍ମ ଗ୍ରହଣ କରିଥିଲେ  ?              ଉ- ‘ସମ୍ବଲପୁର’ ଜିଲ୍ଲା ରେ 4.        କବିଙ୍କ ର କେଉଁ କାବ୍ୟ ରୁ ମଙ୍ଗଲେ ଅଇଲା ଉଷା କବିତା କୁ ଗ୍ରହଣ କରାଯାଇଛି  ?              ଉ- ‘ତପସ୍ଵିନୀ’ କାବ୍ୟ ରୁ 5.        ' ତପସ୍ୱିନୀ ' କାବ୍ୟ ର କେଉଁ ସର୍ଗ ରୁ  ' ମଙ୍ଗଲେ ଅଇଲା ଉଷା '  କବିତା କୁ ଉଦ୍ଧାର କରାଯାଇଛି  ?              ଉ- ‘ଚତୁର୍ଥ ସର୍ଗ’ ରୁ 6.  ...