Janmabhumi- ଜନ୍ମଭୂମି -CLASS-X- ସଂକ୍ଷିପ୍ତ ପ୍ରଶ୍ନୋତ୍ତର
.png)
ଜନ୍ମଭୂମି - କୃଷ୍ଣଚନ୍ଦ୍ର ପାଣିଗ୍ରାହୀ 1. ' ଜନ୍ମଭୂମି ' ପ୍ରବନ୍ଧ ର ପ୍ରାବନ୍ଧିକ କିଏ ? ଉ :- ଶ୍ରୀଯୁକ୍ତ କୃଷ୍ଣଚନ୍ଦ୍ର ପାଣିଗ୍ରାହୀ 2. ଶ୍ରୀଯୁକ୍ତ କୃଷ୍ଣ ଚନ୍ଦ୍ର ପାଣିଗ୍ରାହୀ କେଉଁ ବିଭାଗ ରେ କାର୍ଯ୍ୟ କରୁଥିଲେ ? ଉ :- ' ପ୍ରତ୍ନତାତ୍ତ୍ୱିକ ବିଭାଗ ' ରେ 3. ଓଡିଶା ର କେଉଁ ଜିଲ୍ଲା ରେ ସେ ଜନ୍ମ ଗ୍ରହଣ କରିଥିଲେ ? ଉ :- ‘ ମୟୁରଭଞ୍ଜ’ ଜିଲ୍ଲା ରେ 4. ତାଙ୍କ ଆତ୍ମଜୀବନୀ ପୁସ୍ତକ ର ନାମ କଣ ? ଉ :- ' ମୋ ସମୟର ଓଡିଶା ' 5. କେଉଁ ମୂଳ ପୁସ୍ତକ ରୁ ଜନ୍ମଭୂମି ପ୍ରବନ୍ଧ କୁ ଗ୍ରହଣ କରାଯାଇଛି ? ଉ :- ' ପ୍ରବନ୍ଧ ମାନସ ' 6. ପ୍ରାବନ୍ଧିକଙ୍କ ଜନ୍ମ ସ୍ଥାନ ର ନାମ କଣ ? ଉ :- ‘ ଖିଚିଂ’ ଅଞ୍ଚଳ ...