Bela, Ashwattha o Bata Brukshya- ବେଳ ଅଶ୍ୱତ୍ଥ ଓ ବଟବୃକ୍ଷ -CLASS-X- ସଂକ୍ଷିପ୍ତ ପ୍ରଶ୍ନୋତ୍ତର
.png)
ବେଳ ଅଶ୍ୱତ୍ଥ ଓ ବଟବୃକ୍ଷ - ରବି ପଟ୍ଟନାୟକ 1. ' ବେଳ ଅଶ୍ୱତ୍ଥ ଓ ବଟବୃକ୍ଷ ' ର ଗାଳ୍ପିକ କିଏ ? ଉ:- ରବି ପଟ୍ଟନାୟକ 2. ଓଡିଶା ର କେଉଁ ଜିଲ୍ଲା ରେ ଗାଳ୍ପିକ ରବି ପଟ୍ଟନାୟକ ଜନ୍ମ ଗ୍ରହଣ କରିଥିଲେ ? ଉ:- ‘ ମୟୁରଭଞ୍ଜ’ ଜିଲ୍ଲା ରେ 3. ଗାଳ୍ପିକ ରବି ପଟ୍ଟନାୟକ ମୟୁରଭଞ୍ଜ ଜିଲ୍ଲା ର କେଉଁଠି ଜନ୍ମ ଗ୍ରହଣ କରିଥିଲେ ? ଉ:- ‘ ରାଇରଙ୍ଗପୁର’ ଠାରେ 4. କେଉଁ ପୁସ୍ତକ ପାଇଁ ଗାଳ୍ପିକ ରବି ପଟ୍ଟନାୟକ ‘ ଓଡିଶା ସାହିତ୍ୟ ଏକାଡେମୀ ’ ତରଫ ରୁ ପୁରସ୍କୃତ ହୋଇଛନ୍ତି ? ଉ:- ' ହିରଣ୍ୟଗର୍ଭ ' ପୁସ୍ତକ ପାଇଁ 5. କେଉଁ ପୁସ୍ତକ ପାଇଁ ସେ ‘ମରଣୋତ୍ତର ଶାରଳା ପୁରସ୍କାର’ ପ୍ରାପ୍ତ କରିଛନ୍ତି ? ଉ:- ' ବନ୍ଧ୍ୟା ଗାନ୍ଧାରୀ ' ପୁସ୍ତକ ପାଇଁ 6. କେଉଁ ପତ୍ରିକା ରେ ‘ବେଳ ଅଶ୍ୱତ୍ଥ ଓ ବଟବୃକ୍ଷ’ ଗଳ୍ପ ପ୍ରକାଶିତ ହୋଇଥିଲା ? ଉ:- ' ନବରବି ପତ୍ରିକା ' ରେ 7. କେଉଁ କଥା କୁ ଗାଳ୍ପିକ ଏଇ ଗଳ୍ପ ...