Posts

Showing posts from February, 2024

Bela, Ashwattha o Bata Brukshya- ବେଳ ଅଶ୍ୱତ୍ଥ ଓ ବଟବୃକ୍ଷ -CLASS-X- ସଂକ୍ଷିପ୍ତ ପ୍ରଶ୍ନୋତ୍ତର

Image
ବେଳ ଅଶ୍ୱତ୍ଥ ଓ ବଟବୃକ୍ଷ - ରବି ପଟ୍ଟନାୟକ 1.         ' ବେଳ ଅଶ୍ୱତ୍ଥ ଓ ବଟବୃକ୍ଷ '  ର ଗାଳ୍ପିକ କିଏ  ? ଉ:-   ରବି ପଟ୍ଟନାୟକ 2.       ଓଡିଶା ର କେଉଁ ଜିଲ୍ଲା ରେ ଗାଳ୍ପିକ ରବି ପଟ୍ଟନାୟକ ଜନ୍ମ ଗ୍ରହଣ କରିଥିଲେ  ? ଉ:-   ‘ ମୟୁରଭଞ୍ଜ’ ଜିଲ୍ଲା ରେ 3.       ଗାଳ୍ପିକ ରବି ପଟ୍ଟନାୟକ ମୟୁରଭଞ୍ଜ ଜିଲ୍ଲା ର କେଉଁଠି ଜନ୍ମ ଗ୍ରହଣ କରିଥିଲେ  ? ଉ:-   ‘ ରାଇରଙ୍ଗପୁର’ ଠାରେ 4.       କେଉଁ ପୁସ୍ତକ ପାଇଁ ଗାଳ୍ପିକ ରବି ପଟ୍ଟନାୟକ ‘ ଓଡିଶା ସାହିତ୍ୟ ଏକାଡେମୀ ’ ତରଫ ରୁ ପୁରସ୍କୃତ ହୋଇଛନ୍ତି  ? ଉ:-   ' ହିରଣ୍ୟଗର୍ଭ '  ପୁସ୍ତକ ପାଇଁ 5.       କେଉଁ ପୁସ୍ତକ ପାଇଁ ସେ ‘ମରଣୋତ୍ତର ଶାରଳା ପୁରସ୍କାର’ ପ୍ରାପ୍ତ କରିଛନ୍ତି  ? ଉ:-   ' ବନ୍ଧ୍ୟା ଗାନ୍ଧାରୀ '  ପୁସ୍ତକ ପାଇଁ 6.       କେଉଁ ପତ୍ରିକା ରେ ‘ବେଳ ଅଶ୍ୱତ୍ଥ ଓ ବଟବୃକ୍ଷ’ ଗଳ୍ପ ପ୍ରକାଶିତ ହୋଇଥିଲା  ? ଉ:-   ' ନବରବି ପତ୍ରିକା ' ରେ 7.       କେଉଁ କଥା କୁ ଗାଳ୍ପିକ ଏଇ ଗଳ୍ପ ରେ ରୂପାୟନ କରିଛନ୍ତି  ? ଉ:-   ‘ ମାତୃଭୂମି ପ୍ରତି ଆକର୍ଷଣ’ କଥା କୁ 8.       ନଟବର ବାବୁ ସରକାରୀ ବସ୍ ରେ ଯାଇଥିଲେ କେତେବେଳେ ଘରେ ପହଞ୍ଚି ଥାନ୍ତେ  ? ଉ:-   ସକାଳ ନଅ ଟା’ ରେ 9.       ନଟବର ବାବୁ ସରକାରୀ ବସ୍ ହରେଇ ପଛ ବସ୍ ଧରି କେଉଁଠି ଓହ୍ଲେଇ ପୁଣି କୁଜି ଘରୋଇ ବସ୍ ଧରି ଗାଁ ବସ୍   ଷ୍ଟାଣ୍ଡ୍ ପାଖରେ ପହ

Kala ra kapola tale-କାଳ ର କପୋଳ ତଳେ -CLASS-X- ସଂକ୍ଷିପ୍ତ ପ୍ରଶ୍ନୋତ୍ତର

Image
କାଳ ର କପୋଳ ତଳେ - ନନ୍ଦିନୀ ଶତପଥୀ   1.          ' କାଳ ର କପୋଳ ତଳେ ' ଗଳ୍ପ ର ଗାଳ୍ପିକା କିଏ  ? ଉ:-    ନନ୍ଦିନୀ ଶତପଥୀ 2.          ତାଙ୍କ ପିତାଙ୍କ ନାମ କଣ ଥିଲା  ? ଉ:-    କାଳିନ୍ଦୀ ଚରଣ ପାଣିଗ୍ରାହୀ 3.          କେଉଁ ପୁସ୍ତକ ପାଇଁ ନନ୍ଦିନୀ ଶତପଥୀ ‘ କେନ୍ଦ୍ର ସାହିତ୍ୟ ଏକାଡେମୀ ’ ଦ୍ୱାରା ପୁରସ୍କୃତ ହୋଇଛନ୍ତି  ? ଉ:-    ‘ ଗାନ୍ଧୀ କଥାମୃତ ’ ପୁସ୍ତକ ପାଇଁ 4.          କେଉଁ ନଦୀ କୁ ରକ୍ତ ର ନଦୀ ବୋଲି ଗଳ୍ପ ରେ ପରିପ୍ରକାଶ କରାଯାଇଛି  ? ଉ:-    ‘ ଦୟା ’ ନଦୀ କୁ 5.          ' ଅଙ୍ଗଦ ଚଉଧୁରୀ ' ଙ୍କ ପରିଚୟ କଣ  ? ଉ:-    ‘ ଇତିହାସ ବିଭାଗ ’ ର ଛାତ୍ର ସେ 6.          ‘ ନାଳନ୍ଦା ବିଶ୍ୱବିଦ୍ୟାଳୟ ’ ରୁ ‘ ଧଉଳି ’ ପାହାଡ କୁ କେଉଁ କାର୍ଯ୍ୟ ପାଇଁ ଅଙ୍ଗଦ ଚଉଧୁରୀ ଆସିଥିଲେ  ? ଉ:-    ‘ ଗବେଷଣା ’ କାର୍ଯ୍ୟ ପାଇଁ 7.          ଗଳ୍ପ ରେ ଅଶୋକଙ୍କ ପରିଚୟ କଣ  ? ଉ:-    ‘ ମଗଧ ର ସମ୍ରାଟ୍ ’ 8.          ' କଳିଙ୍ଗ ' କହିଲେ କେଉଁ ରାଇଜ କୁ ବୁଝାଯାଏ  ? ଉ:-    ଆଜିର ‘ ଓଡିଶା ’ କୁ 9.          ' କେତନ ' ଶବ୍ଦ ର ଅର୍ଥ କଣ  ? ଉ:-    ପତାକା 10.       ' ଅପସରି ଯିବା ' ଶବ୍ଦ ର ଅର୍ଥ କଣ  ? ଉ:-    ହଟିଯିବା 11.     କଳିଙ୍ଗ କୁ କିଏ ଜୟ କରିଥିଲେ ବୋଲି ଗଳ୍ପ ରେ କୁହାଯାଇଛି  ? ଉ:-    ସମ୍ରାଟ୍ ଅଶୋକ