Naren ru Bibekananda- ନରେନ୍ ରୁ ବିବେକାନନ୍ଦ -CLASS-X- ସଂକ୍ଷିପ୍ତ ପ୍ରଶ୍ନୋତ୍ତର
ନରେନ୍
ରୁ ବିବେକାନନ୍ଦ
-ଶ୍ରୀକୁକ୍ତ ଶରତ କୁମାର ମହାନ୍ତି
1. ଏହି ପ୍ରବନ୍ଧ ର ପ୍ରାବନ୍ଧିକ କିଏ ?
ଉ:- ଶ୍ରୀଯୁକ୍ତ ଶରତ କୁମାର ମହାନ୍ତି
2. ଏହି ପ୍ରବନ୍ଧ ଟି କେଉଁ ମୂଳ ପୁସ୍ତକ ରୁ ଗ୍ରହଣ କରାଯାଇଛି ?
ଉ:- ‘ଛତ୍ରପତି ଶିବାଜୀ’ ମୂଳ ପୁସ୍ତକ ରୁ
3. ଓଡିଶା ର କେଉଁ ଜିଲ୍ଲା ରେ ତାଙ୍କର ଜନ୍ମ ହୁଏ ?
ଉ:- ‘କଟକ’ ଜିଲ୍ଲା
ରେ
4. ତାଙ୍କ ଜନ୍ମ ସ୍ଥାନ ର ନାମ କଣ ?
ଉ:- ଟାଙ୍ଗୀ ନିକଟବର୍ତ୍ତୀ ‘ଜରିପଡା’
ଗ୍ରାମ
5. ଶ୍ରୀରାମକୃଷ୍ଣ ବିଦାୟ ନେଲା ବେଳକୁ ନରେନ୍ କୁ କେତେ ବର୍ଷ ହେଉଥିଲା ?
ଉ:- ‘ବାଇଶି ବର୍ଷ’ ହେଉଥିଲା
6. ନରେନ୍ ଙ୍କ ପିତାଙ୍କ ନାମ କଣ ଥିଲା ?
ଉ:- ‘ବିଶ୍ଵନାଥ ଦତ୍ତ’
7. ଶ୍ରୀରାମକୃଷ୍ଣ ଙ୍କ ବିଦାୟ ନେବା ର କେତେ ବର୍ଷ ପୂର୍ବ ରୁ ନରେନ୍ ଙ୍କ ପିତା ଇହ ଧାମ
ତ୍ୟାଗ କରିସାରିଥିଲେ ?
ଉ:- ଗୋଟିଏ ବର୍ଷ ପୂର୍ବରୁ
8. ନରେନ୍ ଙ୍କ ପାଇଁ ଦୁଇ ପିତା କିଏ କିଏ ଥିଲେ?
ଉ:- ଜନ୍ମ ଦାତା ବିଶ୍ଵନାଥ
ଦତ୍ତ ଓ ଜ୍ଞାନ ଦାତା ରାମକୃଷ୍ଣ ପରମହଂସ
9. ନରେନ୍ ରୁ ବିବେକାନନ୍ଦ ଙ୍କୁ ଜନ୍ମ ଦେବା ପାଇଁ କେଉଁ ସ୍ଥାନ ତାଙ୍କ ର ‘ଏନ୍ତୁଡ଼ି ଶାଳ’
ଥିଲା ?
ଉ:- ‘ଦକ୍ଷିଣେଶ୍ୱର’
10. ଏହି ‘ଏନ୍ତୁଡ଼ି ଶାଳ’ ରେ ନରେନ୍ ଙ୍କ ପାଇଁ କିଏ ଧାତ୍ରୀ ସାଜିଥିଲେ ?
ଉ:- ନିଜେ ଶ୍ରୀରାମକୃଷ୍ଣ ପରମହଂସ
11. ଶ୍ରୀରାମକୃଷ୍ଣ ଙ୍କ ନରେନ୍ ଙ୍କ ସହିତ କେତେ ବର୍ଷ ର ସମ୍ପର୍କ ଥିଲା ?
ଉ:- ‘ପାଞ୍ଚ ଛ ବର୍ଷ’ ର ସମ୍ପର୍କ ଥିଲା
12. ନରେନ୍ ଙ୍କ କେଉଁ ପ୍ରକାର ବ୍ୟାକୁଳତା ରାମକୃଷ୍ଣ ଙ୍କୁ ଜଣାଥିଲା ?
ଉ:- ‘ନିର୍ବିକଳ୍ପ ସମାଧି ର ଦିବ୍ୟ ଅନୁଭୂତି’ ପାଇବାର
13. ନରେନ୍ ଙ୍କ ପାଇଁ ବହୁ ଆକାଂକ୍ଷିତ ଶୁଭ ମୁହୂର୍ତ୍ତ କଣ ଥିଲା ବୋଲି ପ୍ରାବନ୍ଧିକ କହିଛନ୍ତି ?
ଉ:- ‘ନିର୍ବିକଳ୍ପ ସମାଧି ର ଦିବ୍ୟ ଅନୁଭୂତି ପାଇବା’
14. ‘ବର୍ତ୍ତମାନ ଠାରୁ ଏ
ସବୁ ର ତାଲା ବନ୍ଦ’- ଏଇଠି ଏସବୁ ଅର୍ଥ କଣ ?
ଉ:- ନିର୍ବିକଳ୍ପ ସମାଧି ର
ଦିବ୍ୟ ଅନୁଭୂତି ପାଇବା
15. ‘ଭାବିଥିଲି ତୁ ଗୋଟେ
ପ୍ରକାଣ୍ଡ ବଟବୃକ୍ଷ ପରି ହେବୁ’ - ଏ କଥା କିଏ କାହାକୁ କହିଥିଲେ ?
ଉ:- ରାମକୃଷ୍ଣ ପରମହଂସ ନରେନ୍ ଙ୍କୁ କହିଥିଲେ
16. କେଉଁ କଥା ‘ପ୍ରାଚୀନ ଭୂଖଣ୍ଡ ରେ ବିରଳ’ ବୋଲି ପ୍ରାବନ୍ଧିକ କହିଛନ୍ତି ?
ଉ:- ‘ନିଷ୍ଠା ର ସହିତ ଜନତା କୁ ଜନାର୍ଦ୍ଧନ ଭାବିବା’ କଥା
17. 'ମନୁଷ୍ୟ ର ସେବା ହିଁ ... ର ସେବା' ବୋଲି ପ୍ରାବନ୍ଧିକ
କହିଛନ୍ତି ?
ଉ:- ଈଶ୍ବରଙ୍କ ସେବା
18. ଇହ ଧାମ ତ୍ୟାଗ କରିବା ପୂର୍ବରୁ ରାମକୃଷ୍ଣ ତାଙ୍କର ତରୁଣ ଶିଷ୍ୟ ମାନଙ୍କୁ କାହା ହାତରେ
ସମର୍ପି ଦେଇଥିଲେ ?
ଉ:- ନରେନ୍ ଙ୍କ ହାତରେ
19. ଶ୍ରୀ ‘ସୁରେଶ ଚନ୍ଦ୍ର ମିତ୍ର’ କିଏ ?
ଉ:- ରାମକୃଷ୍ଣଙ୍କ ଜଣେ
ଗୃହସ୍ଥ ଭକ୍ତ
20. ସୁରେଶ ଚନ୍ଦ୍ର ମିତ୍ରଙ୍କ ପୁରୁଣା କୋଠା କେଉଁଠି ଥିଲା ?
ଉ:- ‘ବରାହନଗର’ ରେ
ଥିଲା
21. ସେ ଏହି କୋଠା ଟି କେଉଁ ମାନଙ୍କ ପାଇଁ ଛାଡି ଦେଇଥିଲେ ?
ଉ:- ରାମକୃଷ୍ଣଙ୍କ ତରୁଣ
ଶିଷ୍ୟ ମାନଙ୍କ ପାଇଁ
22. 'ବାବୁରାମ' କିଏ ଥିଲେ ?
ଉ:- ସ୍ୱାମୀ ପ୍ରେମାନନ୍ଦ
23. ତାଙ୍କ ଘର କେଉଁଠି ଥିଲା ?
ଉ:- ‘ଆଣ୍ଟପୁର’ ରେ
24. ନରେନ୍ଦ୍ରନାଥ ଗୁରୁଭାଇଙ୍କ ସହିତ ଡିସେମ୍ବର ମାସ ରେ କେଉଁ ଗ୍ରାମ କୁ ଚାଲିଯାଇଥିଲେ ?
ଉ:- ‘ଆଣ୍ଟପୁର ଗ୍ରାମ’
କୁ
25. କେଉଁଠି ଥିଲା ବେଳେ ନରେନ୍ଦ୍ରନାଥ ଭାବ ବିହ୍ଵଳ ହୋଇ ଯୀଶୁଙ୍କ କଥା କହୁଥିଲେ ?
ଉ:- ‘ଆଣ୍ଟପୁର’ ରେ
ଥିଲା ବେଳେ
26. ଯୀଶୁଙ୍କ କଥା କହୁଥିବା ରାତି ଟି କେଉଁ ମାସ ର ଥିଲା ?
ଉ:- ‘ଖ୍ରୀଷ୍ଟ ମାସ ର ରାତି
27. ନରେନ୍ଦ୍ର ଗୁରୁଙ୍କ ଶିଷ୍ୟ ମାନଙ୍କ ସହିତ କେଉଁ ମସିହା ରେ ‘ବରାହନଗର’ ରୁ ଫେରିଆସିଲେ ?
ଉ:- ୧୮୮୭ ମସିହା ରେ
28. ଶିଷ୍ୟ ମାନେ କେବେ ସନ୍ୟାସ ଦୀକ୍ଷା ଗ୍ରହଣ କରିଥିଲେ ?
ଉ:- ୧୮୮୭ ମସିହା ରେ
29. ରାମକୃଷ୍ଣଙ୍କ ସମୁଦାୟ କେତେଜଣ ଶିଷ୍ୟ ଥିଲେ ?
ଉ:- ୧୬ ଜଣ ଶିଷ୍ୟ ଥିଲେ
30. ‘ଉଡିଯାଇଥିବା ପକ୍ଷୀଦଳ’ ବୋଲି ପ୍ରାବନ୍ଧିକ
କାହାକୁ କହିଛନ୍ତି ?
ଉ:- ସନ୍ୟାସୀ ବୃନ୍ଦ ଙ୍କୁ
31. ‘ବୁଲା ବାବାଜୀ’ ବୋଲି କେଉଁ
ମାନଙ୍କୁ ପ୍ରବନ୍ଧ ରେ କୁହାଯାଇଛି ?
ଉ:- ଯୁବସନ୍ୟାସ ବୃନ୍ଦଙ୍କୁ
32. ପ୍ରଥମ କରି ବିବେକାନନ୍ଦ କେବେ ପରିଭ୍ରମଣ ରେ ବାହାରିଥିଲେ ?
ଉ:- ୧୮୮୬ ମସିହା ରେ
33. ବିବେକାନନ୍ଦଙ୍କ ପ୍ରଥମ ଶିଷ୍ୟ ଙ୍କ ନାମ କଣ ?
ଉ:- ଶ୍ରୀ ଶରତ ଚନ୍ଦ୍ର
ଗୁପ୍ତ
34. ସେ କେଉଁ ରେଳ ଷ୍ଟେସନ ରେ ଷ୍ଟେସନ ମାଷ୍ଟର ଥିଲେ ?
ଉ:- ‘ହାଥରାସ୍’ ଷ୍ଟେସନ ରେ
35. ଶ୍ରୀ ଶରତ ଚନ୍ଦ୍ର ଗୁପ୍ତଙ୍କ ସନ୍ୟାସ ନାମ କଣ ଥିଲା ?
ଉ:- ‘ସ୍ୱାମୀ
ସଦାନନ୍ଦ’
36. କେତେ ବର୍ଷ ପରେ ବିବେକାନନ୍ଦ ଦ୍ୱିତୀୟ ଥର ପାଇଁ ଭ୍ରମଣ ରେ ବାହାରିଥିଲେ ?
ଉ:- ଦୁଇ ବର୍ଷ ପରେ
37. ‘ରାଜପୁର’ ର କେଉଁ ବାବାଙ୍କ
ସହିତ ତାଙ୍କର ସାକ୍ଷାତ ହୋଇଥିଲା ?
ଉ:- ‘ପାଓହାରି’ ବାବାଙ୍କ
ସହିତ
38. ସେ ପାଓହାରି ବାବଙ୍କ ଶିଷ୍ୟତ୍ଵ କାହିଁକି ଗ୍ରହଣ କରିପାରିନଥିଲେ ?
ଉ:- ରାତ୍ରି ରେ ସପ୍ନ ରେ
କିଏ ଜଣେ ଆସି ମନାକରିଦେଉଥିଲା
39. ‘ରାଜପୁତନା’ ରେ କେଉଁ
ମହାରାଜାଙ୍କ ଆତିଥ୍ୟ ସେ ଗ୍ରହଣ କରିଥିଲେ ?
ଉ:- ‘କ୍ଷେତରୀ’ ମହାରାଜା ଙ୍କ
40. କେଉଁ ରାଜାଙ୍କ ସମ୍ୱର୍ଦ୍ଧନା ଉତ୍ସବରେ ବାଇଜି ଗୀତ ବୋଲୁଥିଲେ ?
ଉ:- କ୍ଷେତରୀ ମହାରାଜା ଙ୍କ
41. ବିବେକାନନ୍ଦଙ୍କ ଭଉଣୀଙ୍କ ନାମ କଣ ଥିଲା ?
ଉ:- ‘ନିବେଦିତା’ ଥିଲା
42. ସେ କେଉଁଠି ରହୁଥିଲେ ?
ଉ:- ‘ନୈନିତାଲ’ ରେ
43. ନରେନ୍ କେଉଁ ରୂପରେ ଚିକାଗୋ ଯାଇଥିଲେ ?
ଉ:- ବିବେକାନନ୍ଦ ରୂପରେ
44. ସେ କାହିଁକି ଜଙ୍ଗଲ ଭିତରକୁ ପଶିଯାଇଥିଲେ ?
ଉ:- ସାନ୍ତାଳ ମାନଙ୍କ ଦୁଃଖ
ଭରା ଜୀବନରେ କିଛି କରିପାରୁନଥିବାରୁବିରକ୍ତି ହୋଇ ମୋତେ ବାଘ ଖାଉ ବୋଲି
45. 'ଭୋକିଲା ପେଟ ରେ ଧର୍ମ ଅନାବଶ୍ୟକ' ବୋଲି କିଏ କହିଥିଲେ ?
ଉ:- କାର୍ଲ ମାର୍କ୍ସ
କହିଥିଲେ
46. ଭୋକଶୋଷ ରେ ଦିନ କାଟୁଥିବା ଦେଶବାସୀ ଙ୍କୁ ଦେଖି ବେବେକାନନ୍ଦ କେଉଁ ଜ୍ଞାନ ଲାଭ କରିଥିଲେ ?
ଉ:- ‘ଭୋକିଲା
ପେଟ ରେ ଧର୍ମ ଅନାବଶ୍ୟକ’ ଜ୍ଞାନ
47. ଏହି ପଦ ଟି ନରେନ କାହା ପାଖରୁ ଶୁଣିଥିଲେ ?
ଉ:- ରାମକୃଷ୍ଣଙ୍କ ଠାରୁ
48. ପ୍ରବନ୍ଧରେ କେଉଁ କଥା କୁ ‘ସନ୍ୟାସୀ ର ଯଥାର୍ଥ ବ୍ରତ’ ବୋଲି କୁହାଯାଇଛି ?
ଉ:- ଦରିଦ୍ର ନାରାୟଣଙ୍କ
ସେବା କୁ
49. 'ଦଧୀଚି' କିଏ ?
ଉ:- ଜଣେ ଋଷି
50. କେଉଁ କଥା କୁ ପ୍ରବନ୍ଧରେ ‘ଦାନବ’ ବୋଲି କୁହାଯାଇଛି ?
ଉ:- ‘ଦାରିଦ୍ର୍ୟତା’ କୁ
51. ସାରା ଦୁନିଆ ଘୁରିଥିଲେ ହେଁ କେଉଁ ସ୍ଥାନ ରେ ବିବେକାନନ୍ଦଙ୍କ ଅଧିକ ପ୍ରଭାବ ପଡିଥିଲା
ବୋଲି ପ୍ରାବନ୍ଧିକ କହିଛନ୍ତି ?
ଉ:- ମାଡ୍ରାସ୍
52. ଚିଲ ଶାଗୁଣା ଖୁବ ଉଚ୍ଚରେ ଉଡ଼ୁଥିଲେ ମଧ୍ୟ ସେମାନଙ୍କ ର ଦୃଷ୍ଟି କାହା ଉପରେ ଥାଏ ?
ଉ:- ‘ଗୋରୁ
ମଢ’ ଉପରେ
53. ଗୁଜରାଟୀ ପଣ୍ଡିତ ମାନେ ସ୍ୱାମୀଜୀ କେଉଁ ଶକ୍ତି ବଳରେ ଦିଗ୍ ବିଜୟ କରିଛନ୍ତ ବୋଲି କୁହାକୁହି ହେଉଥିଲେ ?
ଉ:- ତାଙ୍କ ଆଖିର ମୋହିନୀ
ଶକ୍ତି ବଳ ରେ
54. ‘ବରାହନଗର’ ତ୍ୟାଗ କଲା ସମୟରେ
ବିବେକାନନ୍ଦ ଗୁରୁଭାଇ ମାନଙ୍କୁ କଣ କହିଥିଲେ ?
ଉ:- ଯେତେଦିନ ଯାଏ ସ୍ପର୍ଶ
ମାତ୍ରକେ ଅନ୍ୟର ଜୀବନ ବଦଳେଇ ଦେଇ ନ ପାରିଛନ୍ତି
55. ଗଳିତ ସମାଜ କେଉଁ ଭଳି ତାଙ୍କୁ ଅନୁସରଣ କରିବ ବୋଲି ସେ ଗୁରୁ ଭାଇ ମାନଙ୍କୁ କହିଥିଲେ ?
ଉ:- ‘କୁକୁର’ ଭଳି
56. ବିବେକାନନ୍ଦ କାହିଁକି ସାତସମୁଦ୍ର କୁ ଡେଇଁବାକୁ ଇଛା କରିଥିଲେ ବୋଲି ପ୍ରାବନ୍ଧିକ
କହିଛନ୍ତି ?
ଉ:- ବୋମା ଭଳି ଫାଟିପଡିବା ର
ଶକ୍ତି ଲାଭ କରିବ ପାଇଁ
57. ସମାଜକୁ ନୂଆ କରି ଗଢିବାକୁ ହେଲେ କଣ କରିବାକୁ ପଡିବ ବୋଲି ପ୍ରବନ୍ଧ ରେ କୁହାଯାଇଛି ?
ଉ:- ମଣିଷ କୁ ବଦଳେଇବାକୁ
ହେବ ବୋଲି କୁହାଯାଇଛି
58. ରାଜାରାଜୁଡାଙ୍କ ସହିତ ସ୍ୱାମୀଜୀ କାହିଁକି ସମ୍ପର୍କ ରଖନ୍ତି ବୋଲି କିଏ ପଚାରିଥିଲେ ?
ଉ:- ଶୁଦ୍ଧାନନ୍ଦ ପଚାରିଥିଲେ
59. ରାଜାରାଜୁଡାଙ୍କ ପାଖରେ କେଉଁ କ୍ଷମତା ଥିବାରୁ ସ୍ୱାମୀଜୀ ସେମାନଙ୍କ ସହିତ ସମ୍ପର୍କ
ରଖୁଥିଲେ ?
ଉ:- ‘ପ୍ରଜାଙ୍କ
ର ମଙ୍ଗଳ ବିଧାନ କ୍ଷମତା’
ଥିବାରୁ
60. ମହୀଶୂର’ ର ମହାରାଜାଙ୍କ ନାମ କଣ ଥିଲା ?
ଉ:- ସାର୍ ଓୟାଦିଆର୍ ବାହାଦୁର
ଥିଲା
61. ସ୍ୱାମୀଜୀଙ୍କ ‘ଚିକାଗୋ’ ଯିବା ପାଇଁ ଆବଶ୍ୟକ ଅର୍ଥ କେଉଁ ମହାରାଜା ଦେବାକୁ ଇଛା ପ୍ରକାଶ କରିଥିଲେ ?
ଉ:- ମହୀଶୂର ର ମହାରାଜା
62. ସ୍ୱାମୀଜୀ ‘ଚିକାଗୋ’ ଯିବାପାଇଁ ମହୀଶୂର ମହାରାଜାଙ୍କ ପାଖରୁ ଅର୍ଥ ଗ୍ରହଣ କରିଥିଲେ କି ?
ଉ:- ନାଁ
63. ଦକ୍ଷିଣ ରେ ବିଭିନ୍ନ ତୀର୍ଥ ଭ୍ରମଣ କଲା ପରେ ସ୍ୱାମୀଜୀ କେଉଁଠି ପହଞ୍ଚି ଥିଲେ ?
ଉ:- ‘ରାମେଶ୍ୱର’ ରେ ପହଞ୍ଚିଲେ
64. ରାମେଶ୍ୱର ରୁ ସ୍ୱାମୀଜୀ ପୁଣି କେଉଁ ସ୍ଥାନ କୁ ଯାତ୍ରା କରିଥିଲେ ?
ଉ:- ‘କନ୍ୟାକୁମାରୀ’ କୁ
65. କନ୍ୟା କୁମାରୀ ଠାରୁ ଭାରତ ର ଶେଷ ଭୂଖଣ୍ଡ କୁ କେଉଁ ଭଳି ସ୍ୱାମୀଜୀ ପହଞ୍ଚି ଥିଲେ ?
ଉ:- ପହଁରି ପହଁରି ପହଞ୍ଚି
ଥିଲେ
READ OUR OTHER POSTS
1. ମଙ୍ଗଳେ ଅଇଲା ଉଷା -CLASS-X- କବିତା ର ସମ୍ପୂର୍ଣ୍ଣ ବର୍ଣ୍ଣନା
2. ଚିଲିକାରେ ସାୟନ୍ତନ ଦୃଶ୍ୟ -CLASS-X- କବିତା ର ସମ୍ପୂର୍ଣ୍ଣ ବର୍ଣ୍ଣନା
3. ବନ୍ଦେ ଉତ୍କଳ ଜନନୀ -CLASS-IX & X- କବିତା ର ସମ୍ପୂର୍ଣ୍ଣ ବର୍ଣ୍ଣନା
4. ସର୍ବଂସହା ମାଟି -CLASS-X- କବିତା ର ସମ୍ପୂର୍ଣ୍ଣ ବର୍ଣ୍ଣନା
5. ଭୀମଙ୍କ ସିଂଘନାଦ ରଡି -CLASS-X- କବିତା ର ସମ୍ପୂର୍ଣ୍ଣ ବର୍ଣ୍ଣନା
6. ରାଘବଙ୍କ ଲଙ୍କା ଯାତ୍ରାନୁକୂଳ -CLASS-X-କବିତା ର ସମ୍ପୂର୍ଣ୍ଣ ବର୍ଣ୍ଣନା
7. କୋଣାର୍କ -CLASS-X- ସଂକ୍ଷିପ୍ତ ପ୍ରଶ୍ନୋତ୍ତର
8. ଫ ଲ୍ ଗୁ -CLASS-X- ସଂକ୍ଷିପ୍ତ ପ୍ରଶ୍ନୋତ୍ତର
9. ବେଳ ଅଶ୍ୱତ୍ଥ ଓ ବଟବୃକ୍ଷ -CLASS-X- ସଂକ୍ଷିପ୍ତ ପ୍ରଶ୍ନୋତ୍ତର
10. କାଳ ର କପୋଳ ତଳେ -CLASS-X- ସଂକ୍ଷିପ୍ତ ପ୍ରଶ୍ନୋତ୍ତର
11. କାଠ -CLASS-X- ସଂକ୍ଷିପ୍ତ ପ୍ରଶ୍ନୋତ୍ତର
12. ଓଡ଼ିଆ ସାହିତ୍ୟ କଥା -CLASS-X- ସଂକ୍ଷିପ୍ତ ପ୍ରଶ୍ନୋତ୍ତର
13. କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର -CLASS-X- ସଂକ୍ଷିପ୍ତ ପ୍ରଶ୍ନୋତ୍ତର
14. ନରେନ୍ ରୁ ବିବେକାନନ୍ଦ -CLASS-X- ସଂକ୍ଷିପ୍ତ ପ୍ରଶ୍ନୋତ୍ତର
15. ମାତୃଭାଷା ଓ ଲୋକଶିକ୍ଷା -CLASS-X- ସଂକ୍ଷିପ୍ତ ପ୍ରଶ୍ନୋତ୍ତର
16. ସଭ୍ୟତା ଓ ବିଜ୍ଞାନ -CLASS-X- ସଂକ୍ଷିପ୍ତ ପ୍ରଶ୍ନୋତ୍ତର
17. ଜନ୍ମଭୂମି -CLASS-X- ସଂକ୍ଷିପ୍ତ ପ୍ରଶ୍ନୋତ୍ତର
18. ଛନ୍ଦ -CLASS-X- ସରଳ ବ୍ୟାଖ୍ୟା
19. ଅଳଙ୍କାର -CLASS-X- ସରଳ ବ୍ୟାଖ୍ୟା
20. ବାକ୍ୟ ବିଚାର -CLASS-X- ସରଳ ବ୍ୟାଖ୍ୟା
21. The Road Not Taken- CLASS-IX- An analytical description in English
22. The Ant and The Cricket- CLASS-VIII- An analytical description in English
23. Squirrel- CLASS-VII- An analytical description in English
24. ବୃକ୍ଷ ମାହାତ୍ମ୍ୟ -CLASS-VIII- କବିତା ର ସମ୍ପୂର୍ଣ୍ଣ ବର୍ଣ୍ଣନା
25. How the camel got his hump- CLASS-VIII- An analytical description in English
26. THE LOST CHILD- CLASS-IX- An analytical description in English
27. କାହା ମୁଖ ଅନାଇ ବଞ୍ଚିବି -CLASS-IX- କବିତା ର ସମ୍ପୂର୍ଣ୍ଣ ବର୍ଣ୍ଣନା
28. Fire and Ice-Class-X-ଉଗ୍ରତା ଓ ଉଦାସୀନତା- ଓଡିଆ ଭାଷା ରେ
29. Dust of Snow-Class-X-ପେନ୍ଥାଏ ବରଫ- ଓଡିଆ ଭାଷା ରେ
30. THE FUN THEY HAD- CLASS-IX- An analytical description in English
31. A letter to God-Class-X-ଈଶ୍ଵରଙ୍କୁ ଚିଠାଉ- ଓଡିଆ ଭାଷା ରେ
32. FIRE AND ICE- CLASS-X- An analytical description in English
33. ୨୦୨୪ ମାଟ୍ରିକ୍ ମାତୃଭାଷା ପ୍ରଶ୍ନପତ୍ର ଓ ୬ଷ୍ଠ ରୁ ୯ମ ଶ୍ରେଣୀ ପର୍ଯ୍ୟନ୍ତ ପରୀକ୍ଷା ପ୍ରଶ୍ନପତ୍ର ପ୍ରଘଟ ଘଟଣା
34. DUST OF SNOW- CLASS-X- An analytical description in English
35. A LETTER TO GOD-CLASS-X- An analytical description in English
36. ବିଂଶ ଶତାବ୍ଦୀ ଓ ଆମ ଓଡିଆ ଭାଷା -AN ESSAY-ମୋର ବ୍ୟକ୍ତିଗତ ଚିନ୍ତାଧାରା ମାତ୍ର
37. ମଙ୍ଗଲେ ଅଇଲା ଉଷା -CLASS-X-ସଂକ୍ଷିପ୍ତ ପ୍ରଶ୍ନୋତ୍ତର
38. ଚିଲିକାରେ ସାୟନ୍ତନ ଦୃଶ୍ୟ -CLASS-X-ସଂକ୍ଷିପ୍ତ ପ୍ରଶ୍ନୋତ୍ତର
39. ବନ୍ଦେ ଉତ୍କଳ ଜନନୀ -CLASS-IX & X-ସଂକ୍ଷିପ୍ତ ପ୍ରଶ୍ନୋତ୍ତର
40. ସର୍ବଂସହା ମାଟି -CLASS-X-ସଂକ୍ଷିପ୍ତ ପ୍ରଶ୍ନୋତ୍ତର
41. ଭୀମଙ୍କ ସିଂଘନାଦ ରଡି -CLASS-X-ସଂକ୍ଷିପ୍ତ ପ୍ରଶ୍ନୋତ୍ତର
42. ରାଘବଙ୍କ ଲଙ୍କା ଯାତ୍ରାନୁକୂଳ -CLASS-X-ସଂକ୍ଷିପ୍ତ ପ୍ରଶ୍ନୋତ୍ତର
43. ଜାଗ ବନ୍ଧନ ହରା-CLASS-X- ସରଳ ବ୍ୟାଖ୍ୟା
- M. B. Prasad.
copyright© 2023 M. B . Prasad, ABC Learning Point.
All rights reserved.
No part of this publication may be reproduced, distributed, or transmitted in any form or by any means, including photocopying, recording, or other electronic or mechanical methods, without the prior written permission of the publisher, except non-commercial uses permitted by copyright laws.
ବି: ଦ୍ର: - ପାଠକ ପାଠିକା ବା ଯେ କେହି ଉପରୋକ୍ତ ଲେଖା ମଧ୍ୟରେ କୌଣସି ତ୍ରୁଟି ଲକ୍ଷ କଲେ କିମ୍ବା ତ୍ରୁଟି ସମ କିଛି ମନେହେଲେ E-mail ମାଧ୍ୟମରେ ଆମକୁ ଖବର କରିବେ ବୋଲି ଆଶା ରଖୁଛୁ ।
Write us at pointabclearning@gmail.com
*****
Comments
Post a Comment