Kantakabi Laxmikanta Mahapatra କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର -CLASS-X- ସଂକ୍ଷିପ୍ତ ପ୍ରଶ୍ନୋତ୍ତର
କାନ୍ତକବି
ଲକ୍ଷ୍ମୀକାନ୍ତ ମହାପାତ୍ର
-ପରିମାର୍ଜିତ
ସମ୍ପାଦନା ମଣ୍ଡଳୀ
1. କାନ୍ତ କବି ଲକ୍ଷ୍ମୀକାନ୍ତ
ମହାପାତ୍ର ଙ୍କ ଜନ୍ମ ସ୍ଥାନ ର ନାମ କଣ ?
ଉ:-
ଧୁଆଁପତ୍ରିଆ ଗଲି ର ‘ବାଖରାବାଦ୍’
2. ଓଡିଶା ର କେଉଁ ଜିଲ୍ଲା ରେ ସେ ଜନ୍ମ
ଗ୍ରହଣ କରିଥିଲେ ?
ଉ:-
‘କଟକ’ ଜିଲ୍ଲା ରେ
3. ତାଙ୍କ ପିତାଙ୍କ ନାମ କଣ ଥିଲା ?
ଉ:-
‘ଚୌଧୁରୀ ଭାଗବତ ପ୍ରସାଦ ସାମନ୍ତ ରାୟ ମହାପାତ୍ର’ ଥିଲା
3. ତାଙ୍କ ପିତାଙ୍କ ନାମ କଣ ଥିଲା ?
ଉ:-
‘ଚୌଧୁରୀ ଭାଗବତ ପ୍ରସାଦ ସାମନ୍ତ ରାୟ ମହାପାତ୍ର’ ଥିଲା
4. ତାଙ୍କ ପିତା କେଉଁ ସହର ରେ ବାସ
କରୁଥିଲେ ?
ଉ:-
‘ଭଦ୍ରକ୍’ ସହର ରେ
5. ତାଙ୍କ ପିତାଙ୍କ ବୃତ୍ତି କଣ ଥିଲା ?
ଉ:-
‘ଜମିଦାରି’ ବୃତ୍ତି
6. ତାଙ୍କ ମାତାଙ୍କ ନାମ କଣ ଓ ସେ
କେଉଁଠିକାର ଜମିଦାର ଙ୍କ କନ୍ୟା ଥିଲେ ?
ଉ:-
ରାଧାମଣି, କଣ୍ଟାପଡା
ର କନ୍ୟା ଥିଲେ
7. ଲକ୍ଷ୍ମୀକାନ୍ତ ଜନ୍ମ ହେବା ବେଳେ
ତାଙ୍କ ପିତା ଭାଗବତ ପ୍ରସାଦ କେଉଁ ବୃତ୍ତି ରେ ଲିପ୍ତ ଥିଲେ ?
ଉ:-
‘ଶିକ୍ଷକତା’ ବୃତ୍ତି ରେ
8. ଭାଗବତ ପ୍ରସାଦ କେଉଁ ବିଦ୍ୟାଳୟ ରେ
ଶିକ୍ଷକତା କରୁଥିଲେ ?
ଉ:-
‘କଟକ
ଏକାଡେମୀ’
ବିଦ୍ୟାଳୟ ରେ
9. କଟକ ରେ ଜନ୍ମ ହୋଇଥିଲେ ହେଁ
ଲକ୍ଷ୍ମୀକାନ୍ତ କାହିଁକି ବାଲେଶ୍ୱର ରେ ଅଧ୍ୟୟନ କଲେ ?
ଉ:-
ତାଙ୍କ ପିତା ବାଲେଶ୍ୱର ରେ ଓକିଲାତି କାମ କରୁଥିବାରୁ
10. ଭାଗବତ ପ୍ରସାଦ ପୁଣି ଥରେ କାହିଁକି ଭଦ୍ରକ୍ ଚାଲିଆସିଲେ ?
ଉ:-
ଭଦ୍ରକ୍ ରେ କୋର୍ଟ ଖୋଲିବାରୁ
11. କଟକ ରେ କବି ଲକ୍ଷ୍ମୀକାନ୍ତ
କାହା ତତ୍ତ୍ୱାବଧାନ ରେ ସେ ଛାତ୍ରାବାସ ରେ ରହି ପଢୁଥିଲେ ?
ଉ:-
‘ଉମାଚରଣ
ଦାସ’
ଙ୍କ ତତ୍ତ୍ୱାବଧାନ ରେ
12. ଲକ୍ଷ୍ମୀକାନ୍ତଙ୍କୁ ପୁଣି ଥରେ କାହିଁକି ବାଲେଶ୍ୱର ଜିଲ୍ଲା
ବିଦ୍ୟାଳୟ କୁ ପଠାଗଲା ?
ଉ:-
ଉମାଚରଣ ଉଚ୍ଚ ଶିକ୍ଷା ପାଇଁ କଲିକତା ଚାଲିଯିବାରୁ
13. କଟକ ର କେଉଁ ମହାବିଦ୍ୟାଳୟ ରେ ସେ ଆଇ.ଏ ପାଠ ସମାପନ କରିଥିଲେ ?
ଉ:-
‘ରେଭେନ୍ସା’ ମହାବିଦ୍ୟାଳୟ ରେ
14. କଲିକତା ‘ରିପନ୍ ମହାବିଦ୍ୟାଳୟ’ ରେ ରେ କେଉଁ ପାଠ
ପଢିବା ପାଇଁ ସେ ନାମ ଲେଖାଇ ଥିଲେ ?
ଉ:-
‘ବି.ଏ’ ପାଠ ପଢିବା ପାଇଁ
15. କବିଙ୍କ ପତ୍ନୀଙ୍କ ନାମ କଣ ଥିଲା?
ଉ:-
‘ଲବଙ୍ଗଲତା’
16. ସେ କାହାର କନ୍ୟା ଥିଲେ ?
ଉ:-
ଲାଲମୋହନ ଦାସଙ୍କର
17. ପଞ୍ଚମ ଜର୍ଜ ଙ୍କ ଅଭିଷେକ ଉତ୍ସବ ରେ କେଉଁ ନାଟକ
ଅଭିନୟ କରାଯାଉଥିଲା ?
ଉ:-
‘କାଞ୍ଚିକାବେରୀ’ ନାଟକ
18. ଉକ୍ତ ନାଟକ ରେ କବି କେଉଁ କେଉଁ ଭୂମିକା ରେ ଅଭିନୟ
କରିଥିଲେ ?
ଉ:-
‘ଭଦ୍ରା’, ‘ଭିକାରୁଣୀ’ ଓ ‘ନର୍ତ୍ତକୀ’ ଭୂମିକା
ରେ
19. ‘ମୁକୁର’ ପତ୍ରିକାର
ସମ୍ପାଦକ କିଏ ଥିଲେ ?
ଉ:-
ବ୍ରଜସୁନ୍ଦର ଦାସ
20. ‘ଉତ୍କଳ ସାହିତ୍ୟ’ ପତ୍ରିକା ର
ସମ୍ପାଦକ କିଏ ଥିଲେ ?
ଉ:-
ବିଶ୍ୱନାଥ କର
21. କେଉଁ ସମୟ ର ତାଙ୍କର ଲେଖା ଫକୀରମୋହନ ଙ୍କ ଦ୍ୱାରା
ପ୍ରଶଂସା ପାଇଥିଲା ?
ଉ:-
‘ଆଇ.ଏ’ ପଢିଲା ବେଳ ର ଲେଖା
22. କବିଙ୍କ କେଉଁ ସମୟ ର କବିତା ଲେଖା ଗୋପବନ୍ଧୁ ଙ୍କ
ମନ କୁ ଛୁଇଁ ଥିଲା ?
ଉ:-
ଛାତ୍ରାବାସ ରେ ରହି ଏଣ୍ଟ୍ରାନ୍ସ୍ ପଢ଼ୁଥିବା ବେଳ ର କବିତା ଲେଖା
23. କବିଙ୍କୁ କିଏ କାନ୍ତକବି ଉପାଧି ରେ ଭୂଷିତ କରିଥିଲେ ?
ଉ:-
କବିତା ଲେଖୁଥିବାରୁ ସାଙ୍ଗସାଥି ମାନେ ଏହି ଉପାଧି ରେ ଭୂଷିତ କରିଥିଲେ
24. କେଉଁ ମସିହାରେ ତାଙ୍କୁ ସମ୍ୱର୍ଦ୍ଧନ ସଭା ରେ
କାନ୍ତକବି ଭାବେ ଘୋଷଣା କରାଗଲା ?
ଉ:-
୧୯୩୪ ମସିହା ରେ
25. କବି କେବେ ‘ବି ଏ’ ପାସ୍ କରିଥିଲେ ?
ଉ:-
୧୯୧୩ ମସିହା ରେ
26. କବି ଉମାଚାରଣ ଙ୍କୁ ପୁରୀ ରେ ଭେଟିବା ବେଳେ କେଉଁ
ପାଠ ପଢିବାକୁ ପରାମର୍ଶ ଦେଇଥିଲେ ?
ଉ:-
‘ବି.
ଏଲ୍’
27. କବିଙ୍କ କୁଳଗୁରୁଙ୍କ ନାମ କଣ ଥିଲା ?
ଉ:-
‘ବାବାଜୀ
ରାମଦାସ’
28. କବିଙ୍କ କୁଳଦେବତା ର ନାମ କଣ ?
ଉ:-
‘ଗୋପୀନାଥ’
29. କବିଙ୍କୁ ତାଙ୍କ ପିତା କାହିଁକି ଗୋପୀନାଥ ଙ୍କ ନାମ
ରେ ଥିବା ପୈତୃକ ସମ୍ପତି ର ଉତ୍ତରାଧିକାରୀ କରିଥିଲେ ?
ଉ:-
କବିଙ୍କ ଜୀବନ ବ୍ୟାଧି ଭରା ଓ ଦୁର୍ଦ୍ଧଶା ଗ୍ରସ୍ତ ହେବାରୁ
30. ‘ଉତ୍କଳ ପ୍ରଦେଶ’ ଗଠନ ପାଇଁ କେଉଁ
ଆନ୍ଦୋଳନ ଚାଲିଥିଲା ?
ଉ:-
‘ଉତ୍କଳ
ସମ୍ମିଳନୀ’
31. ‘ଉତ୍କଳ ସମ୍ମିଳନୀ’ ର ନେତୃତ୍ୱ କିଏ
ନେଇଥିଲେ ?
ଉ:-
‘ମଧୁସୂଦନ
ଦାସ’
32. କବିଙ୍କ ବନ୍ଦେ ଉତ୍କଳ ଜନନୀ କବିତା କେଉଁ ମସିହାରେ
ଉତ୍କଳ ସମ୍ମିଳନୀ ରେ ଗାନ କରାଯାଇଥିଲା ?
ଉ:-
୧୯୧୨ ମସିହା ରେ
33. ମହାତ୍ମା ଗାନ୍ଧୀ କେଉଁ ମସିହାରେ ଅସହଯୋଗ ଆନ୍ଦୋଳନ
ର ଡାକରା ଦେଇଥିଲେ ?
ଉ:-
୧୯୨୧ ମସିହା ରେ
34. ମନ ଛୁଇଁ ପାରୁଥିବା କବିଙ୍କ ଉପନ୍ୟାସ ର ନାମ କଣ ?
ଉ:-
‘କଣାମାମୁଁ’ ଉପନ୍ୟାସ
35. ‘ଗୋପୀନାଥ ସଂଗୀତ ସଭା’ କବି କେବେ ଗଠନ
କରିଥିଲେ ?
ଉ:-
୧୯୨୧ ମସିହା ରେ
36. ‘ଗୋପୀନାଥ ସଂଗୀତ ସଭା’ ର ଅୟୁକାଳ କେତେ
ବର୍ଷ ଥିଲା ?
ଉ:-
ପାଞ୍ଚ ବର୍ଷ
37. ଗୋପୀନାଥ ପ୍ରେସ୍ର ଭଦ୍ରକ ରେ କେବେ ସ୍ଥାପିତ ହେଲା ?
ଉ:-
୧୯୨୯ ମସିହା ରେ
38. କବି କେଉଁ ପତ୍ରିକା ର ପ୍ରକାଶନ କରିଥିଲେ ?
ଉ:-
‘ଡଗର’ ପତ୍ରିକା
39. ପ୍ରଥମ ଥର ପାଇଁ ଡଗର ପତ୍ରିକା କେବେ ପ୍ରକାଶିତ
ହୋଇଥିଲା ?
ଉ:-
୧୯୩୭ ମସିହା ରେ
40. କବିଙ୍କ ଜୀବନ ର ଅବସାନ କେବେ ଓ କେଉଁଠି ଘଟିଥିଲା ?
ଉ:-
୧୯୫୩ ଫେବୃଆରୀ ୨୪ ରେ ଭଦ୍ରକ ଭବନରେ
41. ‘କିଶୋର ଚନ୍ଦ୍ରାନନା ଚମ୍ପୁ’ କିଏ ରଚନା
କରିଥିଲେ ?
ଉ:-
ବଳଦେବ ରଥ
42. କବିଙ୍କ କେଉଁ ଲେଖା ‘କିଶୋରେ
ଚନ୍ଦ୍ରାନନା ଚମ୍ପୁ’ ର ବ୍ୟଙ୍ଗାତ୍ମକ ଅନୁକରଣ ?
ଉ:-
‘ଚଟକ
ଚଦ୍ରହାସ ଚମ୍ପୁ’
43. କେଉଁ କାବ୍ୟ ରୁ ‘କଳାମାଣିକ’ କବିତା କୁ ଉଦ୍ଧାର
କରାଯାଇଛି ?
ଉ:-
‘ବିଦଗ୍ଧ
ଚିନ୍ତାମଣି’
କାବ୍ୟ ରୁ
44. କାବ୍ୟ ‘ବିଦଗ୍ଧ ଚିନ୍ତାମଣି’ ର କବି କିଏ ?
ଉ:-
ଅଭିମନ୍ୟୁ ସାମନ୍ତ ସିଂହାର
45. କବିଙ୍କ ରଚିତ କେଉଁ ଲେଖା ‘କଳାମାଣିକ’ ର ବ୍ୟଙ୍ଗାତ୍ମକ
ରୂପ ?
ଉ:-
‘ଧଳାମାଣିକ’
46. କବିଙ୍କ କେଉଁ ଲେଖା ଫକୀରମୋହନ ସେନାପତିଙ୍କ ‘ଉତ୍କଳ ଭ୍ରମଣ’ ର ବ୍ୟଙ୍ଗାତ୍ମକ
ରୂପ ?
ଉ:-
‘କଟକ
ସଫର୍’
47. କବିଙ୍କ ରଚିତ ୪ ଗୋଟି ପ୍ରହସନ ରଚନା ର ନାମ କହ
ଉ:-
‘ଡିମ୍ଵକ୍ରେସୀ
ର ସଭା’, ‘ହନୁମନ୍ତ
ର ବସ୍ତ୍ର ହରଣ’, ‘ଜର୍ମାନ
ଭୁତ’ ଓ
‘ବ୍ରିଟିଶ
ଦୂତଙ୍କ ପ୍ରଶ୍ନୋତ୍ତର’
48. କବିଙ୍କ ରଚିତ କିଶୋର ମାନଙ୍କ ପାଇଁ ଦୁଇଗୋଟି
ଉଦ୍ଧିଷ୍ଟ ପୁସ୍ତକ ର ନାମ କହ
ଉ:-
‘ପାଠମାଳା’ ଓ ‘ସାହିତ୍ୟ ସୁଧାକର’
49. ହୃଦୟ ଛୁଇଁ ପାରୁଥିବା କବିଙ୍କ ଗଳ୍ପ ର ନାମ କଣ ?
ଉ:-
‘ବୁଢା
ଶଙ୍ଖାରି’
50. ରାଧାନାଥଙ୍କ ରଚିତ ଚିଲିକା ର ରୀତି ରେ କବି ଙ୍କ
କେଉଁ କୃତି ଲେଖାଯାଇଛି ?
ଉ:-
‘ବୈତରଣୀ’
51. କବିଙ୍କ ରଚିତ ଅଧ୍ୟାତ୍ମବାଦୀ ଗୀତ ଗୁଡିକ ର ସଂକଳନ
ର ନାମ କଣ ?
ଉ:-
‘ଜୀବନ
ସଙ୍ଗୀତ’
52. ‘ଯୁଗବତାର’ କବିତା ରେ କବି
କାହାକୁ ଯୁଗବତାର ଭାବେ କଲ୍ପନା କରିଛନ୍ତି ?
ଉ:-
‘ମହାତ୍ମା
ଗାନ୍ଧୀ’ ଙ୍କୁ
53. ବନ୍ଦେ ଉତ୍କଳ ଜନନୀ କବିତା କବିଙ୍କ କେଉଁ କବିତା
ସଂକଳନ ରୁ ଉଦ୍ଧାର କରାଯାଇଛି ?
ଉ:-
‘ଦୁନ୍ଦୁର୍ଭି’ କବିତା ସଂକଳନ ରୁ
ଉଦ୍ଧାର କରାଯାଇଛି
54. କବିଙ୍କ ଦେଶ ପ୍ରୀତି, ଜାତୀୟ ଭାବ ଓ ଜାତୀୟବୀର ବନ୍ଦନାମୂଳକ କବିତା ସଂକଳନ ର ନାମ କଣ ?
ଉ:-
‘ଜାତୀୟ
ସଙ୍ଗୀତ’
READ OUR OTHER POSTS
1. ମଙ୍ଗଳେ ଅଇଲା ଉଷା -CLASS-X- କବିତା ର ସମ୍ପୂର୍ଣ୍ଣ ବର୍ଣ୍ଣନା
2. ଚିଲିକାରେ ସାୟନ୍ତନ ଦୃଶ୍ୟ -CLASS-X- କବିତା ର ସମ୍ପୂର୍ଣ୍ଣ ବର୍ଣ୍ଣନା
3. ବନ୍ଦେ ଉତ୍କଳ ଜନନୀ -CLASS-IX & X- କବିତା ର ସମ୍ପୂର୍ଣ୍ଣ ବର୍ଣ୍ଣନା
4. ସର୍ବଂସହା ମାଟି -CLASS-X- କବିତା ର ସମ୍ପୂର୍ଣ୍ଣ ବର୍ଣ୍ଣନା
5. ଭୀମଙ୍କ ସିଂଘନାଦ ରଡି -CLASS-X- କବିତା ର ସମ୍ପୂର୍ଣ୍ଣ ବର୍ଣ୍ଣନା
6. ରାଘବଙ୍କ ଲଙ୍କା ଯାତ୍ରାନୁକୂଳ -CLASS-X-କବିତା ର ସମ୍ପୂର୍ଣ୍ଣ ବର୍ଣ୍ଣନା
7. କୋଣାର୍କ -CLASS-X- ସଂକ୍ଷିପ୍ତ ପ୍ରଶ୍ନୋତ୍ତର
8. ଫ ଲ୍ ଗୁ -CLASS-X- ସଂକ୍ଷିପ୍ତ ପ୍ରଶ୍ନୋତ୍ତର
9. ବେଳ ଅଶ୍ୱତ୍ଥ ଓ ବଟବୃକ୍ଷ -CLASS-X- ସଂକ୍ଷିପ୍ତ ପ୍ରଶ୍ନୋତ୍ତର
10. କାଳ ର କପୋଳ ତଳେ -CLASS-X- ସଂକ୍ଷିପ୍ତ ପ୍ରଶ୍ନୋତ୍ତର
11. କାଠ -CLASS-X- ସଂକ୍ଷିପ୍ତ ପ୍ରଶ୍ନୋତ୍ତର
12. ଓଡ଼ିଆ ସାହିତ୍ୟ କଥା -CLASS-X- ସଂକ୍ଷିପ୍ତ ପ୍ରଶ୍ନୋତ୍ତର
13. କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର -CLASS-X- ସଂକ୍ଷିପ୍ତ ପ୍ରଶ୍ନୋତ୍ତର
14. ନରେନ୍ ରୁ ବିବେକାନନ୍ଦ -CLASS-X- ସଂକ୍ଷିପ୍ତ ପ୍ରଶ୍ନୋତ୍ତର
15. ମାତୃଭାଷା ଓ ଲୋକଶିକ୍ଷା -CLASS-X- ସଂକ୍ଷିପ୍ତ ପ୍ରଶ୍ନୋତ୍ତର
16. ସଭ୍ୟତା ଓ ବିଜ୍ଞାନ -CLASS-X- ସଂକ୍ଷିପ୍ତ ପ୍ରଶ୍ନୋତ୍ତର
17. ଜନ୍ମଭୂମି -CLASS-X- ସଂକ୍ଷିପ୍ତ ପ୍ରଶ୍ନୋତ୍ତର
18. ଛନ୍ଦ -CLASS-X- ସରଳ ବ୍ୟାଖ୍ୟା
19. ଅଳଙ୍କାର -CLASS-X- ସରଳ ବ୍ୟାଖ୍ୟା
20. ବାକ୍ୟ ବିଚାର -CLASS-X- ସରଳ ବ୍ୟାଖ୍ୟା
21. The Road Not Taken- CLASS-IX- An analytical description in English
22. The Ant and The Cricket- CLASS-VIII- An analytical description in English
23. Squirrel- CLASS-VII- An analytical description in English
24. ବୃକ୍ଷ ମାହାତ୍ମ୍ୟ -CLASS-VIII- କବିତା ର ସମ୍ପୂର୍ଣ୍ଣ ବର୍ଣ୍ଣନା
25. How the camel got his hump- CLASS-VIII- An analytical description in English
26. THE LOST CHILD- CLASS-IX- An analytical description in English
27. କାହା ମୁଖ ଅନାଇ ବଞ୍ଚିବି -CLASS-IX- କବିତା ର ସମ୍ପୂର୍ଣ୍ଣ ବର୍ଣ୍ଣନା
28. Fire and Ice-Class-X-ଉଗ୍ରତା ଓ ଉଦାସୀନତା- ଓଡିଆ ଭାଷା ରେ
29. Dust of Snow-Class-X-ପେନ୍ଥାଏ ବରଫ- ଓଡିଆ ଭାଷା ରେ
30. THE FUN THEY HAD- CLASS-IX- An analytical description in English
31. A letter to God-Class-X-ଈଶ୍ଵରଙ୍କୁ ଚିଠାଉ- ଓଡିଆ ଭାଷା ରେ
32. FIRE AND ICE- CLASS-X- An analytical description in English
33. ୨୦୨୪ ମାଟ୍ରିକ୍ ମାତୃଭାଷା ପ୍ରଶ୍ନପତ୍ର ଓ ୬ଷ୍ଠ ରୁ ୯ମ ଶ୍ରେଣୀ ପର୍ଯ୍ୟନ୍ତ ପରୀକ୍ଷା ପ୍ରଶ୍ନପତ୍ର ପ୍ରଘଟ ଘଟଣା
34. DUST OF SNOW- CLASS-X- An analytical description in English
35. A LETTER TO GOD-CLASS-X- An analytical description in English
36. ବିଂଶ ଶତାବ୍ଦୀ ଓ ଆମ ଓଡିଆ ଭାଷା -AN ESSAY-ମୋର ବ୍ୟକ୍ତିଗତ ଚିନ୍ତାଧାରା ମାତ୍ର
37. ମଙ୍ଗଲେ ଅଇଲା ଉଷା -CLASS-X-ସଂକ୍ଷିପ୍ତ ପ୍ରଶ୍ନୋତ୍ତର
38. ଚିଲିକାରେ ସାୟନ୍ତନ ଦୃଶ୍ୟ -CLASS-X-ସଂକ୍ଷିପ୍ତ ପ୍ରଶ୍ନୋତ୍ତର
39. ବନ୍ଦେ ଉତ୍କଳ ଜନନୀ -CLASS-IX & X-ସଂକ୍ଷିପ୍ତ ପ୍ରଶ୍ନୋତ୍ତର
40. ସର୍ବଂସହା ମାଟି -CLASS-X-ସଂକ୍ଷିପ୍ତ ପ୍ରଶ୍ନୋତ୍ତର
41. ଭୀମଙ୍କ ସିଂଘନାଦ ରଡି -CLASS-X-ସଂକ୍ଷିପ୍ତ ପ୍ରଶ୍ନୋତ୍ତର
42. ରାଘବଙ୍କ ଲଙ୍କା ଯାତ୍ରାନୁକୂଳ -CLASS-X-ସଂକ୍ଷିପ୍ତ ପ୍ରଶ୍ନୋତ୍ତର
43. ଜାଗ ବନ୍ଧନ ହରା-CLASS-X- ସରଳ ବ୍ୟାଖ୍ୟା
- M. B. Prasad.
copyright© 2023 M. B . Prasad, ABC Learning Point.
All rights reserved.
No part of this publication may be reproduced, distributed, or transmitted in any form or by any means, including photocopying, recording, or other electronic or mechanical methods, without the prior written permission of the publisher, except non-commercial uses permitted by copyright laws.
ବି: ଦ୍ର: - ପାଠକ ପାଠିକା ବା ଯେ କେହି ଉପରୋକ୍ତ ଲେଖା ମଧ୍ୟରେ କୌଣସି ତ୍ରୁଟି ଲକ୍ଷ କଲେ କିମ୍ବା ତ୍ରୁଟି ସମ କିଛି ମନେହେଲେ E-mail ମାଧ୍ୟମରେ ଆମକୁ ଖବର କରିବେ ବୋଲି ଆଶା ରଖୁଛୁ ।
Write us at pointabclearning@gmail.com
*****
Comments
Post a Comment