Posts

Bhimanka singhanada radi-Objectives-CLASS-X ଭୀମଙ୍କ ସିଂଘନାଦ ରଡି - ସଂକ୍ଷିପ୍ତ ପ୍ରଶ୍ନୋତ୍ତର

Image
  ଭୀମଙ୍କ ସିଂଘନାଦ ରଡି 1.         ' ଭୀମଙ୍କ ସିଂଘନାଦ ରଡି '  କବିତା ର କବି କିଏ  ?              ଉ- ମାଟି ର ମହାକବି ସାରଳା ଦାସ 2.        ମହାଭାରତ ର   କେଉଁ ପର୍ବ   ରୁ ଏହି କବିତା ସଂଗ୍ରହ କରାଯାଇଛି  ?              ଉ- ‘ଗଦା ପର୍ବ’ ରୁ 3.        କବି ସାରଳା ଦାସ ଓଡିଶା ର କେଉଁ ଗଜପତିଙ୍କ ସମସାମୟିକ ଥିଲେ  ?              ଉ- କପିଳେନ୍ଦ୍ର ଦେବ ଙ୍କ ସମସାମୟିକ 4.        ସାରଳା ଦାସ କେଉଁ ଉପାଧି ପ୍ରାପ୍ତ କରିଛନ୍ତି  ?              ଉ- ‘ଶୁଦ୍ରମୁନି’  ,  ‘ ମାଟିର ମହାକବି’ ,  ‘ ଆଦିକବି’   5.        ସାରଳା ଦାସ ଓଡିଶା ର କେଉଁ ଜିଲ୍ଲା ରେ ଜନ୍ମଲାଭ କରିଥିଲେ ବୋଲି କୁହାଯାଏ  ?              ଉ- ‘ଜଗତ୍ ସିଂହ ପୁର’ ଜିଲ୍ଲା ରେ 6....

Raghabanka lanka jatranukula-CLASS-X--Objectives-ରାଘବଙ୍କ ଲଙ୍କା ଯାତ୍ରାନୁକୂଳ - ସଂକ୍ଷିପ୍ତ ପ୍ରଶ୍ନୋତ୍ତର

Image
ରାଘବଙ୍କ ଲଙ୍କା ଯାତ୍ରାନୁକୂଳ 1.         ' ରାଘବଙ୍କ ଲଙ୍କା ଯାତ୍ରାନୁକୂଳ '  କବିତା ର କବି କିଏ  ?              ଉ- କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ 2.        କେଉଁ କାବ୍ୟ ର କେଉଁ ଛାନ୍ଦ ରୁ   ରାଘବଙ୍କ ଲଙ୍କା ଯାତ୍ରାନୁକୂଳ   କବିତା କୁ ଉଦ୍ଧୃତ କରାଯାଇଛି  ?              ଉ- ‘ବୈଦେହୀଶବିଳାସ’ ର ‘ଚାଳିଶ ଛାନ୍ଦ’ ରୁ 3.        କେଉଁ ଅକ୍ଷର ଆଦ୍ୟ ନିୟମରେ କାବ୍ୟ  ' ବୈଦେହୀଶ ବିଳାସ '  ରଚିତ ହୋଇଛି  ?              ଉ-  ' ବ '  ଅକ୍ଷର ଆଦ୍ୟ ନିୟମ ରେ 4.        ' ପ୍ରାପତି '  ଶବ୍ଦ ର ଅର୍ଥ କଣ  ?              ଉ- ଲାଭ କରିବା ବା ପାଇବା 5.        ଓଡ଼ିଆ ସାହିତ୍ୟ ଇତିହାସ ର କେଉଁ ଯୁଗ ର କବି ଉପେନ୍ଦ୍ର ଭଞ୍ଜ  ?              ଉ- ‘ରୀତି...