Raghabanka lanka jatranukula-CLASS-X--Objectives-ରାଘବଙ୍କ ଲଙ୍କା ଯାତ୍ରାନୁକୂଳ - ସଂକ୍ଷିପ୍ତ ପ୍ରଶ୍ନୋତ୍ତର

ରାଘବଙ୍କ ଲଙ୍କା ଯାତ୍ରାନୁକୂଳ

1.         'ରାଘବଙ୍କ ଲଙ୍କା ଯାତ୍ରାନୁକୂଳକବିତା ର କବି କିଏ ?

            ଉ- କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ

2.       କେଉଁ କାବ୍ୟ ର କେଉଁ ଛାନ୍ଦ ରୁ ରାଘବଙ୍କ ଲଙ୍କା ଯାତ୍ରାନୁକୂଳ କବିତା କୁ ଉଦ୍ଧୃତ କରାଯାଇଛି ?

            ଉ- ‘ବୈଦେହୀଶବିଳାସ’ ର ‘ଚାଳିଶ ଛାନ୍ଦ’ ରୁ

3.       କେଉଁ ଅକ୍ଷର ଆଦ୍ୟ ନିୟମରେ କାବ୍ୟ 'ବୈଦେହୀଶ ବିଳାସରଚିତ ହୋଇଛି ?

            ଉ- 'ଅକ୍ଷର ଆଦ୍ୟ ନିୟମ ରେ

4.       'ପ୍ରାପତିଶବ୍ଦ ର ଅର୍ଥ କଣ ?

            ଉ- ଲାଭ କରିବା ବା ପାଇବା

5.       ଓଡ଼ିଆ ସାହିତ୍ୟ ଇତିହାସ ର କେଉଁ ଯୁଗ ର କବି ଉପେନ୍ଦ୍ର ଭଞ୍ଜ ?

            ଉ- ‘ରୀତି ଯୁଗ’ ର କବି

6.       'ବଳିଲାଶବ୍ଦ ର ଅର୍ଥ କଣ ?

            ଉ- ଇଚ୍ଛା ହେଲା

7.       କବି ଉପେନ୍ଦ୍ର ଭଞ୍ଜ ଓଡିଶା ର କେଉଁ ଜିଲ୍ଲା ରେ ଜନ୍ମଲାଭ କରିଥିଲେ ?

            ଉ- ‘ଗଞ୍ଜାମ’ ଜିଲ୍ଲା ରେ

8.       କବି ଉପେନ୍ଦ୍ର ଭଞ୍ଜଙ୍କୁ  କେଉଁ ଉପାଧି ପ୍ରଦାନ କରାଯାଇଅଛି ?

            ଉ- ‘କବି ସମ୍ରାଟ୍’ ଉପାଧି

9.       କବିତା ରେ ଉଲ୍ଲେଖ କରାଯାଇଥିବା ‘ବରୁଣ’ କିଏ ?

            ଉ- ‘ଜଳଦେବତା’

10.     'କପିକେଉଁ ପ୍ରାଣୀ ର ପ୍ରତିଶବ୍ଦ ?

            ଉ- ‘ବାନର’

11.     କେଉଁ ମନ୍ତ୍ର ଜପ କରି ଉପେନ୍ଦ୍ର ଭଞ୍ଜ ଅଲୌକିକ କବିତ୍ଵ ଶକ୍ତି ପ୍ରାପ୍ତ କରିଥିଲେ ?

            ଉ- ‘ରାମ ତାରକା ମନ୍ତ୍ର’ ଜପ କରି

12.     କବିତା ର ଆରମ୍ଭ ରେ ରାଘବଙ୍କ ମନ ମଧ୍ୟ ରେ କେଉଁ ପ୍ରକାର ଇଚ୍ଛା ଜାତ ହେଲା ବୋଲି କବି ଉଲ୍ଲେଖ କରାଯାଇଛି ?

            ଉ- ‘ସୀତାଙ୍କୁ ପ୍ରାପ୍ତି କରିବା ର ଇଚ୍ଛା’

13.     କେଉଁ ମାନେ ସିନ୍ଧୁ ଗର୍ଭ ଭିତରକୁ କୁ ପର୍ବତ ପ୍ରାୟ ପ୍ରସ୍ତର ସବୁ ନିକ୍ଷେପ କଲେ ବୋଲି କବିତା ରେ ଦର୍ଶା ଯାଇଅଛି ?

            ଉ- ‘କପୀ’ ମାନେ

14.     'ଦର୍ଭ ଶୟନକହିଲେ ନିମ୍ନ ଲିଖିତ ମଧ୍ୟ ରୁ କେଉଁ ଟି କୁ ବୁଝାଏ ?

            ଉ- ‘କୁଶ ଶଯ୍ୟା’ କୁ

15.     ରାମଚନ୍ଦ୍ର କାହିଁକି ସିନ୍ଧୁ ପାର ହେବାକୁ ମନ ମଧ୍ୟରେ ଇଚ୍ଛା କଲେ ?

            ଉ- ମାଁ ସୀତାଙ୍କୁ ଉଦ୍ଧାର କରିବାକୁ

16.     ରାମଚନ୍ଦ୍ର ଉପବାସ ରହି କୁଶ ଶଯ୍ୟା ଗ୍ରହଣ କରିବା ର କାରଣ କଣ ଥିଲା ?

            ଉ- ସମୁଦ୍ର ବକ୍ଷ ଦେଶରେ ସେତୁ ନିର୍ମାଣ କରିବା

17.     ରଘୁବର ବରୁଣ ଦେବ ଙ୍କୁ କାହିଁକି ପ୍ରସନ୍ନ କରିବାକୁ ସ୍ଥିର କଲେ ?

            ଉ- ସମୁଦ୍ର ବକ୍ଷ ଦେଶରେ ସେତୁ ନିର୍ମାଣ କରିବାକୁ

18.     କବିତା ରେ ବ୍ୟବହୃତ ହୋଇଥିବା 'ବୁଧଶବ୍ଦ ର ଅର୍ଥ କଣ?

            ଉ- ଶ୍ରୋତା ବା ପଣ୍ଡିତ ଲୋକ ବା ଜ୍ଞାନ ଥିବା ଲୋକ

19.     'ଶୁକ ସାରଣଙ୍କ ପରିଚୟ କଣ ?

            ଉ- ‘ଚାର ଦ୍ୱୟ’ ବା ମନ୍ତ୍ରୀ ଦ୍ୱୟ

20.     'ବିଭୁତି ଭୂଷଣ'  ବୋଲି କବିତା ରେ କାହାକୁ ସ୍ପଷ୍ଟ କରାଯାଇଅଛି ?

            ଉ- ଶ୍ରୀରାମଚନ୍ଦ୍ର ଙ୍କୁ

21.     'ଅଙ୍ଗଦକିଏ ?

            ଉ- ‘ବାଳୀ’ ର ପୁତ୍ର

22.     ‘ବିଭୀଷଣ’ ଙ୍କ ସହିତ ରାବଣ ର ସମ୍ପର୍କ କଣ ?

            ଉ- ‘ଅନୁଜ’

23.     କବିତା ରେ ‘ଜ୍ୟେଷ୍ଠ ଭ୍ରାତା’ ବୋଲି କାହାକୁ ଉଲ୍ଲେଖ କରାଯାଇଛି ?

            ଉ- ରାବଣ କୁ

24.     କବିତା ରେ ବରାଗିଲା’ ଶବ୍ଦ ର ଅର୍ଥ କଣ ?

            ଉ- ପଠାଇଲା

25.     ‘ଅଙ୍ଗଦ ର ପିତା ଶତ୍ରୁ’ ବୋଲି କବିତା ରେ କାହାକୁ ଦର୍ଶା ଯାଇଛି ?

            ଉ- ଶ୍ରୀରାମଚନ୍ଦ୍ର ଙ୍କୁ

26.     'ବିଭୁତି କୁ ଭୁଞ୍ଜୁଥିଲୁ ବିଭୁତି ଭୂଷଣେପଦ ସମୂହ ରେ 'ବିଭୁତି ଶବ୍ଦ ର ଅର୍ଥ କଣ ?

            ଉ- ‘ସମ୍ପଦ’

27.     ବଡ କୁଳ ରେ ଜନ୍ମ ଲାଭ କରି ଏକ ବନଚାରୀ ନିକଟରେ ଶରଣ ପଶିବା ମୂଲ୍ୟହୀନ ବୋଲି କବିତା ରେ କିଏ କହିଛି ?

            ଉ- ରାବଣ କହିଛି

28.     'ପିତୃବ୍ୟଶବ୍ଦ ର ଅର୍ଥ କଣ?

            ଉ- ପିତାଙ୍କ ଛୋଟ ଭାଇ

29.     କାହା କାହା ମଧ୍ୟରେ ବାଦ ସୃଷ୍ଟି କରିବାକୁ ରାବଣ ଶୁକ ସାରଣ କୁ ବାର୍ତ୍ତା ପ୍ରଦାନ କରିଅଛି ?

            ଉ- ‘ଶ୍ରୀରାମ’ ଓ ‘ଅଙ୍ଗଦ’ ଙ୍କ ମଧ୍ୟରେ

30.     କବିତା ରେ  'ବିଂଶତି କର'  କାହାକୁ କୁହାଯାଇଛି ?

            ଉ- ରାବଣକୁ

31.     'ବିହାୟସେ ବିହରି ସାଗର ଜିଣି ଯାଇପଦ ସମୂହରେ 'ବିହାୟସ' ଶବ୍ଦ ର ଅର୍ଥ କଣ ?

            ଉ- ‘ଆକାଶ’

32.     'ଶୁକ ସାରଣ' କେଉଁ ରୂପ  ଧାରଣ କରି ସାଗର କୁ ଜିଣି ଗଲେ ବୋଲି କବିତା ରେ ସ୍ପଷ୍ଟ କରାଯାଇଛି ?

            ଉ- ‘ବର୍ତ୍ତକ ରୂପ’ ଧାରଣ କରି

33.     କବିତା ରେ 'ଦେବ-ରିପୁକିଏ ?

            ଉ- ରାବଣକୁ

34.     'ଅନୁଜ'  ଶବ୍ଦ ର ଅର୍ଥ କଣ ?

            ଉ- ଛୋଟ ଭାଇ

35.     'ବ୍ୟୋମକେଉଁ ଶବ୍ଦ ର ପ୍ରତିଶବ୍ଦ ?

            ଉ- ଆକାଶ ର

36.     କବିତା ରେ ଉଲ୍ଲେଖ କରାଯାଇଥିବା 'ବିନ୍ଧ୍ୟ'  ଶବ୍ଦ ର ଅର୍ଥ କଣ ?

            ଉ- ଏକ ପର୍ବତ ର ନାମ

37.     ଭାନୁ କାହିଁକି ତୋଷ ହେବେ ବୋଲି ଶୁକ ସାରଣ ରାବଣ କୁ ପ୍ରକାଶ କରିଛନ୍ତି ?

            ଉ- ଚଳା ପଥ ର ପ୍ରତିବନ୍ଧକ 'ବିନ୍ଧ୍ୟ ପର୍ବତହଟିଯାଇଥିବ ହେଲେ

38.     କବିତା ରେ ସୈନ୍ୟ ସାମନ୍ତ ପାଇଁ କେଉଁ ଶବ୍ଦ ବ୍ୟବହାର କରାଯାଇଛି ?

            ଉ- 'ବଳଶବ୍ଦ ର

39.     ବଜ୍ରାଘାତ ସମ ଥାପୁଡ଼ା କିଏ ଶୂନ୍ୟ ମାର୍ଗ ରେ ପ୍ରହାର କଲା ବୋଲି କବିତା ରେ ଉଲ୍ଲେଖ କରାଯାଇଛି ?

            ଉ- ଅଙ୍ଗଦ

40.     'ବିତରଣେ ସାଗର କି ପାଞ୍ଚ ପଚାରିଲାପଦ ସମୂହ ରେ 'ବିତରଣ 'ପାଞ୍ଚଶବ୍ଦ ର ଅର୍ଥ କଣ ?

            ଉ- ‘ପାରିହେବା’ ଓ ‘ଯୋଜନା’

41.     'ବାରି ରାଶି ରେ ଜନିତ ତେତେ ଶଙ୍ଖ ନାହିଁପଦ ସମୂହ ରେ 'ବାରି ରାଶି 'ଜନିତଶବ୍ଦ ର ଅର୍ଥ କଣ ?

            ଉ- ସମୁଦ୍ର ଜଳ ଓ ସୃଷ୍ଟି

42.     'ବିହେ ରାମ କୁଶ ଶଯ୍ୟା ପ୍ରତ୍ୟୁତ୍ତର ଦେଲାପଦ ସମୂହ ରେ 'ବିହେଶବ୍ଦ ର ଅର୍ଥ କଣ ?

            ଉ- ‘ବିଧି’ ଅନୁସାରେ

43.     'ବୋଲେ କି କରିବ ଏଡ଼େ ହୀନ ପରାକ୍ରମେ ଯେପଦ ସମୂହ ରେ 'ହୀନବୋଲି କାହାକୁ ସ୍ପଷ୍ଟ କରାଯାଇଛି ?

            ଉ- ଶ୍ରୀ ରାମଚନ୍ଦ୍ରଙ୍କୁ

44.     'ବିରସ କୁ ମନ୍ଦ କରି ମନ୍ଦ ହାସ ଜନ୍ମେ ପଦ ସମୂହ ରେ' 'ମନ୍ଦଶବ୍ଦ ର ଅର୍ଥ କଣ ?

            ଉ- ‘ତାତ୍ସ୍ୟଲ୍ୟ’

  READ OUR  OTHER POSTS

1.    ମଙ୍ଗଲେ ଅଇଲା ଉଷା -CLASS-X- କବିତା ର ସମ୍ପୂର୍ଣ୍ଣ ବର୍ଣ୍ଣନା

2.    ଚିଲିକାରେ ସାୟନ୍ତନ ଦୃଶ୍ୟ -CLASS-X- କବିତା ର ସମ୍ପୂର୍ଣ୍ଣ ବର୍ଣ୍ଣନା

3.    ବନ୍ଦେ ଉତ୍କଳ ଜନନୀ -CLASS-IX & X- କବିତା ର ସମ୍ପୂର୍ଣ୍ଣ ବର୍ଣ୍ଣନା

4.    ସର୍ବଂସହା ମାଟି -CLASS-X- କବିତା ର ସମ୍ପୂର୍ଣ୍ଣ ବର୍ଣ୍ଣନା

5.    ଭୀମଙ୍କ ସିଂଘନାଦ ରଡି -CLASS-X- କବିତା ର ସମ୍ପୂର୍ଣ୍ଣ ବର୍ଣ୍ଣନା

6.    ରାଘବଙ୍କ ଲଙ୍କା ଯାତ୍ରାନୁକୂଳ -CLASS-X-କବିତା ର ସମ୍ପୂର୍ଣ୍ଣ ବର୍ଣ୍ଣନା

7.    କୋଣାର୍କ -CLASS-X- ସଂକ୍ଷିପ୍ତ ପ୍ରଶ୍ନୋତ୍ତର

8.    ଫ ଲ୍ ଗୁ -CLASS-X- ସଂକ୍ଷିପ୍ତ ପ୍ରଶ୍ନୋତ୍ତର

9.    ବେଳ ଅଶ୍ୱତ୍ଥ ଓ ବଟବୃକ୍ଷ -CLASS-X- ସଂକ୍ଷିପ୍ତ ପ୍ରଶ୍ନୋତ୍ତର

10.    କାଳ ର କପୋଳ ତଳେ -CLASS-X- ସଂକ୍ଷିପ୍ତ ପ୍ରଶ୍ନୋତ୍ତର

11.    କାଠ -CLASS-X- ସଂକ୍ଷିପ୍ତ ପ୍ରଶ୍ନୋତ୍ତର

12.    ଓଡ଼ିଆ ସାହିତ୍ୟ କଥା -CLASS-X- ସଂକ୍ଷିପ୍ତ ପ୍ରଶ୍ନୋତ୍ତର

13.    କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର -CLASS-X- ସଂକ୍ଷିପ୍ତ ପ୍ରଶ୍ନୋତ୍ତର

14.    ନରେନ୍ ରୁ ବିବେକାନନ୍ଦ -CLASS-X- ସଂକ୍ଷିପ୍ତ ପ୍ରଶ୍ନୋତ୍ତର

15.    ମାତୃଭାଷା ଓ ଲୋକଶିକ୍ଷା -CLASS-X- ସଂକ୍ଷିପ୍ତ ପ୍ରଶ୍ନୋତ୍ତର

16.    ସଭ୍ୟତା ଓ ବିଜ୍ଞାନ -CLASS-X- ସଂକ୍ଷିପ୍ତ ପ୍ରଶ୍ନୋତ୍ତର

17.    ଜନ୍ମଭୂମି -CLASS-X- ସଂକ୍ଷିପ୍ତ ପ୍ରଶ୍ନୋତ୍ତର

18.    ଛନ୍ଦ -CLASS-X- ସରଳ ବ୍ୟାଖ୍ୟା

19.    ଅଳଙ୍କାର -CLASS-X- ସରଳ ବ୍ୟାଖ୍ୟା

20.    ବାକ୍ୟ ବିଚାର -CLASS-X- ସରଳ ବ୍ୟାଖ୍ୟା

21.    The Road Not Taken- CLASS-IX- An analytical description in English

22.    The Ant and The Cricket- CLASS-VIII- An analytical description in English

23.    Squirrel- CLASS-VII- An analytical description in English

24.    ବୃକ୍ଷ ମାହାତ୍ମ୍ୟ -CLASS-VIII- କବିତା ର ସମ୍ପୂର୍ଣ୍ଣ ବର୍ଣ୍ଣନା

25.    How the camel got his hump- CLASS-VIII- An analytical description in English

26.    THE LOST CHILD- CLASS-IX- An analytical description in English

27.    କାହା ମୁଖ ଅନାଇ ବଞ୍ଚିବି -CLASS-IX- କବିତା ର ସମ୍ପୂର୍ଣ୍ଣ ବର୍ଣ୍ଣନା

28.    Fire and Ice-Class-X-ଉଗ୍ରତା ଓ ଉଦାସୀନତା- ଓଡିଆ ଭାଷା ରେ

29.    Dust of Snow-Class-X-ପେନ୍ଥାଏ ବରଫ- ଓଡିଆ ଭାଷା ରେ

30.    THE FUN THEY HAD- CLASS-IX- An analytical description in English

31.    A letter to God-Class-X-ଈଶ୍ଵରଙ୍କୁ ଚିଠାଉ- ଓଡିଆ ଭାଷା ରେ

32.    FIRE AND ICE- CLASS-X- An analytical description in English

33.    ୨୦୨୪ ମାଟ୍ରିକ୍ ମାତୃଭାଷା ପ୍ରଶ୍ନପତ୍ର ଓ ୬ଷ୍ଠ ରୁ ୯ମ ଶ୍ରେଣୀ ପର୍ଯ୍ୟନ୍ତ ପରୀକ୍ଷା ପ୍ରଶ୍ନପତ୍ର ପ୍ରଘଟ ଘଟଣା

34.    DUST OF SNOW- CLASS-X- An analytical description in English

35.    A LETTER TO GOD-CLASS-X- An analytical description in English

36.    ବିଂଶ ଶତାବ୍ଦୀ ଓ ଆମ ଓଡିଆ ଭାଷା -AN ESSAY-ମୋର ବ୍ୟକ୍ତିଗତ ଚିନ୍ତାଧାରା ମାତ୍ର

37.    ମଙ୍ଗଲେ ଅଇଲା ଉଷା -CLASS-X-ସଂକ୍ଷିପ୍ତ ପ୍ରଶ୍ନୋତ୍ତର

38.    ଚିଲିକାରେ ସାୟନ୍ତନ ଦୃଶ୍ୟ -CLASS-X-ସଂକ୍ଷିପ୍ତ ପ୍ରଶ୍ନୋତ୍ତର

39.    ବନ୍ଦେ ଉତ୍କଳ ଜନନୀ -CLASS-IX & X-ସଂକ୍ଷିପ୍ତ ପ୍ରଶ୍ନୋତ୍ତର

40.    ସର୍ବଂସହା ମାଟି -CLASS-X-ସଂକ୍ଷିପ୍ତ ପ୍ରଶ୍ନୋତ୍ତର

41.    ଭୀମଙ୍କ ସିଂଘନାଦ ରଡି -CLASS-X-ସଂକ୍ଷିପ୍ତ ପ୍ରଶ୍ନୋତ୍ତର

42.    ରାଘବଙ୍କ ଲଙ୍କା ଯାତ୍ରାନୁକୂଳ -CLASS-X-ସଂକ୍ଷିପ୍ତ ପ୍ରଶ୍ନୋତ୍ତର

43.    ଜାଗ ବନ୍ଧନ ହରା-CLASS-X- ସରଳ ବ୍ୟାଖ୍ୟା



- M. B. Prasad.

copyright© 2023 M. B . Prasad, ABC Learning Point.

 All rights reserved.

No part of this publication may be  reproduced, distributed, or transmitted in any form or by any means, including photocopying, recording, or other electronic or mechanical methods, without the prior written permission of the publisher, except non-commercial uses permitted by copyright laws.

ବି: ଦ୍ର: - ପାଠକ ପାଠିକା ବା ଯେ କେହି ଉପରୋକ୍ତ ଲେଖା ମଧ୍ୟରେ କୌଣସି ତ୍ରୁଟି ଲକ୍ଷ କଲେ କିମ୍ବା ତ୍ରୁଟି ସମ କିଛି ମନେହେଲେ E-mail ମାଧ୍ୟମରେ ଆମକୁ  ଖବର କରିବେ ବୋଲି ଆଶା ରଖୁଛୁ ।

Write us at pointabclearning@gmail.com

*****


Comments