Konarka- କୋଣାର୍କ -CLASS-X- ସଂକ୍ଷିପ୍ତ ପ୍ରଶ୍ନୋତ୍ତର




 କୋଣାର୍କ

-ଭଞ୍ଜ କିଶୋର ପଟ୍ଟନାୟକ 

1.         ନରସିଂହ ଦେବଙ୍କୁ ଅପୂର୍ବ ଦୃଶ୍ୟ କେଉଁଠି ଦୃଶ୍ୟମାନ ହେଲା ?

ଉ:-ଚନ୍ଦ୍ରଭାଗା ତଟଦେଶରେ

2.         'ଶିବେଇ ସାନ୍ତରା' କିଏ ?

ଉ:-ଉତ୍କଳ ର ସମ୍ରାଟ୍ ନରସିଂହ ଦେବଙ୍କ ମହାମନ୍ତ୍ରୀ

3.         ଚନ୍ଦ୍ରଭାଗା ତୀରରେ ସୂର୍ଯ୍ୟ ମନ୍ଦିର ପ୍ରତିଷ୍ଠା କରିବା କାହାର ଇଛା ଥିଲା ବୋଲି ଏକାଙ୍କିକା ରେ ଦର୍ଶାଯାଇଛି ? 

ଉ:-ମାଁ ଛାୟା ମହାଦେବୀଙ୍କ ର ଇଚ୍ଛା ଥିଲା ବୋଲି

4.         କାହାକୁ ପୂଜା କରି ଶାମ୍ବ କୁଷ୍ଠ ବ୍ୟାଧି ରୁ ମୁକ୍ତି ପାଇଥିଲେ ?

ଉ:-ସୂର୍ଯ୍ୟଦେବଙ୍କୁ ପୂଜା କରି

5.         କାହାକୁ ସାକ୍ଷୀ ରଖି ନରସିଂହ ଦେବ ସୂର୍ଯ୍ୟମନ୍ଦିର ତିଆରି କରିବାକୁ ଶପଥ କରିଥିଲେ ?

ଉ:-ସ୍ୱୟଂ ସୂର୍ଯ୍ୟ ଦେବଙ୍କୁ ସାକ୍ଷୀ ରଖି

6.         ମନ୍ଦିର ତୋଳାଇବାର ଦାୟିତ୍ୱ ସମ୍ରାଟ୍ କାହା ହାତରେ ଅର୍ପଣ କରିଥିଲେ ?

ଉ:-ମନ୍ତ୍ରୀ ଶିବେଇ ସାନ୍ତରା ହାତରେ

7.         ଚନ୍ଦ୍ରଭାଗା ର କେଉଁ ଗଣ୍ଡ ଉପରେ ମନ୍ଦିର ତୋଳା ହେବ ବୋଲି ମହାରାଜା ସ୍ଥିର କଲେ ?

ଉ:-ପଦ୍ମତୋଳା ଗଣ୍ଡ ଉପରେ

8.         'ବିଶୁ ମହାରଣା' କିଏ ?

ଉ:-ବାରଶହ ବଢ଼େଇ ମାନଙ୍କ ମଧ୍ୟ ରେ ଶ୍ରେଷ୍ଠ ଶିଳ୍ପୀ

9.         'ଧରମା' କିଏ ?

ଉ:-ବିଶୁ ମହାରଣା ର ପୁଅ

10.     ଧରମା କେଉଁ ପ୍ରଶ୍ନ ତା ମାଁ କୁ ପଚାରିଛି ?

ଉ:-ତା ବାପା କେଉଁଠି ଅଛନ୍ତି ବୋଲି 

11.     ଧରମା ର ବୟସ କେତେ ହେଉଥିଲା ?

ଉ:-ବାର ବର୍ଷ ହେଉଥିଲା

12.     କୋଣାର୍କ ମନ୍ଦିର ତୋଳାଇବାକୁ କେତେ ଶହ ବଢ଼େଇଙ୍କୁ କାମ ରେ ଲଗାଯାଇଥିଲା ?

ଉ:-ବାରଶହ ବଢ଼େଇଙ୍କୁ

13.     ମନ୍ଦିର ତିଆରି କରିବାକୁ କେତେ ବର୍ଷ ସମୟ ଲାଗିଥିଲା ?

ଉ:-ବାର ବର୍ଷ ସମୟ ଲାଗିଥିଲା

14.     ଧରମା ଓ ତା ମାଁ କଥାବାର୍ତ୍ତା ହେଉଥିଲା ବେଳେ କିଏ ସେମାନଙ୍କ ନିକଟକୁ ପହଁଞ୍ଚି ଆସିଥିଲା ?

ଉ:-ଜଣେ ଆଗନ୍ତୁକ ପହଁଞ୍ଚି ଆସିଥିଲା

15.     ଆଗନ୍ତୁକ କେଉଁ କଥା କହିବା ପାଇଁ ବିଶୁ ମହାରଣଙ୍କ ଘରକୁ ଚାଲିଆସିଥିଲା ?

ଉ:-ଚନ୍ଦ୍ରଭାଗାରେ ତିଆରି ହେଉଥିବା ସୂର୍ଯ୍ୟ ମନ୍ଦିର ର ଦଧିନଉତି ବସିପାରୁନଥିବା କଥା କହିବାକୁ ଚାଲିଆସିଥିଲା

16.     ମନ୍ଦିରର ଦଧିନଉତି ବସିପାରୁନଥିବା ର କାରଣ କଣ ହୋଇପାରେ ବୋଲି ଧରମା ଅନୁମାନ କରି ଆଗନ୍ତୁକଙ୍କୁ କହିଥିଲା ?

ଉ:-ମନ୍ଦିର ର ମୂଳଦୁଆ ରେ କେଉଁଠି ଦୋଷ ରହିଯାଇଥିବା ର ଅନୁମାନ କରି

17.     ଧରମା ଆଗନ୍ତୁକ କୁ ତା ନାମ କଣ ବୋଲି କହିଲା ?

ଉ:-ଧର୍ମପଦ ବୋଲି କହିଲା

18.     ମହାରାଜା କଣ୍ଟ ଦେଇଥିବା ଦିନ ଯାଏ ମନ୍ଦିର ତୋଳା ଶେଷ ହୋଇନପାରିଲେ ବଢେଇମାନଙୁ କେଉଁ ଦଣ୍ଡ ଦିଆଯିବ ବୋଲି ଆଗନ୍ତୁକ କହିଲେ ?

ଉ:-ବଢେଇମାନଙ୍କ ମୁଣ୍ଡ କାଟ କରାଯିବ ବୋଲି କହିଲେ

19.     'ଚକାଡୋଳା ହେ ତୁମରି ଇଛା ପୂର୍ଣ୍ଣ ହେଉ' - ଏ କଥା କିଏ କହିଛନ୍ତି ?

ଉ:-ଆଗନ୍ତୁକ କହିଛନ୍ତି 

20.     ଧରମା କେଉଁ ସମୟରେ ଚନ୍ଦ୍ରଭାଗା କୁ ବାହାରିଥିଲା ?

ଉ:-ସକାଳ ସମୟରେ

21.     ସକାଳ ସମୟରେ ଯିବା ବେଳେ ଧରମା କେଉଁ ଦେବୀଙ୍କୁ ସୁମରଣା କରି ଅନୁକୂଳ କରିବାକୁ ମାଆ କହିଲେ ?

ଉ:-ମଙ୍ଗଳା ମାଁ ଙ୍କୁ

22.     ଧରମା ଚନ୍ଦ୍ରଭାଗାକୁ ଯିବା ସମୟରେ ମାଁ କେଉଁ ଦୁଇଗୋଟି ପଦାର୍ଥ ଧରମା କୁ ପ୍ରଦାନ କରିଥିଲେ ?

ଉ:-ମୁଦି ଓ ବାଡ଼ି ର କୋଳି

23.     ଧରମା ଯିବା ସମୟରେ ମାଁ ତାଙ୍କୁ ବାଡ଼ିର କୋଳି ଓ ମୁଦି କାହିଁକି ପ୍ରଦାନ କରିଥିଲେ ?

ଉ:-ଧରମା କୁ ତା ବାପା ଚିହ୍ନିପାରିବ ବୋଲି

24.     ଦଧିନଉତି ବସିନପାରିବାର କାରଣ ଧରମା ବିଶୁ ମହାରଣାକୁ କଣ କହିଲା ?

ଉ:-ଦେଉଳ ର ଘନକେନ୍ଦ୍ର ସହିତ ଦଧିନଉତି ଏକ ସରଳ ରେଖା ରେ ରହିପାରୁନଥିବ ବୋଲି କହିଲା

25.     ମନ୍ଦିର ରେ ଦଧିନଉତି ଖଞ୍ଜିବାକୁ ୨ୟ ଶିଳ୍ପୀ ଧରମା କୁ କେତେ ସମୟ ପ୍ରଦାନ କରିଥିଲା ?

ଉ:-ରାତିସାରା ସମୟ ପ୍ରଦାନ କରିଥିଲା 

26.     ଦେଉଳ ର ଚୁଳି ମାରି ବଢେଇଜାତି ର ମାନ ରଖିବାକୁ ଧରମା କୁ କିଏ କହିଲା  ?

ଉ:-୩ୟ ଶିଳ୍ପୀ କହିଲା

27.     'ତୁ କଣ ସ୍ୱର୍ଗ ରୁ ଦେବଦୁତ ଓହ୍ଲାଇ ଆଶିଛୁ ବୋଲି କିଏ କାହାକୁ କହିବା କଥା ଏକାଙ୍କିକା ରେ କୁହାଯାଇଛି ?

ଉ:-ବିଶୁ ମହାରଣା ଧରମା କୁ କହିବା କଥା

28.     'ବାରଶ ବଢ଼େଇ ରେ ଦାୟ ନା ପୁଅରେ ଦାୟ' ଉକ୍ତି ଟି କାହାର ?

ଉ:-୨ୟ ଶିଳ୍ପୀ ର 

29.     'ଛାମୁଁ ସୌନ୍ଦର୍ଯ୍ୟ ର ପୂଜାରୀ' ବୋଲି କିଏ କହିଥିଲେ ?

ଉ:-ଶିବେଇ ସାନ୍ତରା କହିଥିଲେ 

30.     'ଛାୟା ମହାଦେବୀ' କିଏ ?

ଉ:-ନରସିଂହ ଦେବଙ୍କ ଜନନୀ

31.     'ଶାମ୍ବ' କିଏ ?

ଉ:-କୃଷ୍ଣଙ୍କ ପୁଅ

32.     ଧରମା କେଉଁଠି ଝାସ ଦେଇଛି ?

ଉ:-ଚନ୍ଦ୍ରଭାଗା ଗର୍ଭ ରେ ଝାସ ଦେଇଛି 

33.     'ଚନ୍ଦ୍ରଭାଗା ଠି ମହାର୍ଜା ଦେଉଳ ତୋଳାଉଛନ୍ତି' ବୋଲି କିଏ କାହାକୁ କହିଛି ?

ଉ:-ଆଗନ୍ତୁକ ବିଶୁ ମହାରଣା ଙ୍କ ପତ୍ନୀ କୁ କହିଛି

READ OUR  OTHER POSTS

1.    ମଙ୍ଗଲେ ଅଇଲା ଉଷା -CLASS-X- କବିତା ର ସମ୍ପୂର୍ଣ୍ଣ ବର୍ଣ୍ଣନା

2.    ଚିଲିକାରେ ସାୟନ୍ତନ ଦୃଶ୍ୟ -CLASS-X- କବିତା ର ସମ୍ପୂର୍ଣ୍ଣ ବର୍ଣ୍ଣନା

3.    ବନ୍ଦେ ଉତ୍କଳ ଜନନୀ -CLASS-IX & X- କବିତା ର ସମ୍ପୂର୍ଣ୍ଣ ବର୍ଣ୍ଣନା

4.    ସର୍ବଂସହା ମାଟି -CLASS-X- କବିତା ର ସମ୍ପୂର୍ଣ୍ଣ ବର୍ଣ୍ଣନା

5.    ଭୀମଙ୍କ ସିଂଘନାଦ ରଡି -CLASS-X- କବିତା ର ସମ୍ପୂର୍ଣ୍ଣ ବର୍ଣ୍ଣନା

6.    ରାଘବଙ୍କ ଲଙ୍କା ଯାତ୍ରାନୁକୂଳ -CLASS-X-କବିତା ର ସମ୍ପୂର୍ଣ୍ଣ ବର୍ଣ୍ଣନା

7.    କୋଣାର୍କ -CLASS-X- ସଂକ୍ଷିପ୍ତ ପ୍ରଶ୍ନୋତ୍ତର

8.    ଫ ଲ୍ ଗୁ -CLASS-X- ସଂକ୍ଷିପ୍ତ ପ୍ରଶ୍ନୋତ୍ତର

9.    ବେଳ ଅଶ୍ୱତ୍ଥ ଓ ବଟବୃକ୍ଷ -CLASS-X- ସଂକ୍ଷିପ୍ତ ପ୍ରଶ୍ନୋତ୍ତର

10.    କାଳ ର କପୋଳ ତଳେ -CLASS-X- ସଂକ୍ଷିପ୍ତ ପ୍ରଶ୍ନୋତ୍ତର

11.    କାଠ -CLASS-X- ସଂକ୍ଷିପ୍ତ ପ୍ରଶ୍ନୋତ୍ତର

12.    ଓଡ଼ିଆ ସାହିତ୍ୟ କଥା -CLASS-X- ସଂକ୍ଷିପ୍ତ ପ୍ରଶ୍ନୋତ୍ତର

13.    କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର -CLASS-X- ସଂକ୍ଷିପ୍ତ ପ୍ରଶ୍ନୋତ୍ତର

14.    ନରେନ୍ ରୁ ବିବେକାନନ୍ଦ -CLASS-X- ସଂକ୍ଷିପ୍ତ ପ୍ରଶ୍ନୋତ୍ତର

15.    ମାତୃଭାଷା ଓ ଲୋକଶିକ୍ଷା -CLASS-X- ସଂକ୍ଷିପ୍ତ ପ୍ରଶ୍ନୋତ୍ତର

16.    ସଭ୍ୟତା ଓ ବିଜ୍ଞାନ -CLASS-X- ସଂକ୍ଷିପ୍ତ ପ୍ରଶ୍ନୋତ୍ତର

17.    ଜନ୍ମଭୂମି -CLASS-X- ସଂକ୍ଷିପ୍ତ ପ୍ରଶ୍ନୋତ୍ତର

18.    ଛନ୍ଦ -CLASS-X- ସରଳ ବ୍ୟାଖ୍ୟା

19.    ଅଳଙ୍କାର -CLASS-X- ସରଳ ବ୍ୟାଖ୍ୟା

20.    ବାକ୍ୟ ବିଚାର -CLASS-X- ସରଳ ବ୍ୟାଖ୍ୟା

21.    The Road Not Taken- CLASS-IX- An analytical description in English

22.    The Ant and The Cricket- CLASS-VIII- An analytical description in English

23.    Squirrel- CLASS-VII- An analytical description in English

24.    ବୃକ୍ଷ ମାହାତ୍ମ୍ୟ -CLASS-VIII- କବିତା ର ସମ୍ପୂର୍ଣ୍ଣ ବର୍ଣ୍ଣନା

25.    How the camel got his hump- CLASS-VIII- An analytical description in English

26.    THE LOST CHILD- CLASS-IX- An analytical description in English

27.    କାହା ମୁଖ ଅନାଇ ବଞ୍ଚିବି -CLASS-IX- କବିତା ର ସମ୍ପୂର୍ଣ୍ଣ ବର୍ଣ୍ଣନା

28.    Fire and Ice-Class-X-ଉଗ୍ରତା ଓ ଉଦାସୀନତା- ଓଡିଆ ଭାଷା ରେ

29.    Dust of Snow-Class-X-ପେନ୍ଥାଏ ବରଫ- ଓଡିଆ ଭାଷା ରେ

30.    THE FUN THEY HAD- CLASS-IX- An analytical description in English

31.    A letter to God-Class-X-ଈଶ୍ଵରଙ୍କୁ ଚିଠାଉ- ଓଡିଆ ଭାଷା ରେ

32.    FIRE AND ICE- CLASS-X- An analytical description in English

33.    ୨୦୨୪ ମାଟ୍ରିକ୍ ମାତୃଭାଷା ପ୍ରଶ୍ନପତ୍ର ଓ ୬ଷ୍ଠ ରୁ ୯ମ ଶ୍ରେଣୀ ପର୍ଯ୍ୟନ୍ତ ପରୀକ୍ଷା ପ୍ରଶ୍ନପତ୍ର ପ୍ରଘଟ ଘଟଣା

34.    DUST OF SNOW- CLASS-X- An analytical description in English

35.    A LETTER TO GOD-CLASS-X- An analytical description in English

36.    ବିଂଶ ଶତାବ୍ଦୀ ଓ ଆମ ଓଡିଆ ଭାଷା -AN ESSAY-ମୋର ବ୍ୟକ୍ତିଗତ ଚିନ୍ତାଧାରା ମାତ୍ର

37.    ମଙ୍ଗଲେ ଅଇଲା ଉଷା -CLASS-X-ସଂକ୍ଷିପ୍ତ ପ୍ରଶ୍ନୋତ୍ତର

38.    ଚିଲିକାରେ ସାୟନ୍ତନ ଦୃଶ୍ୟ -CLASS-X-ସଂକ୍ଷିପ୍ତ ପ୍ରଶ୍ନୋତ୍ତର

39.    ବନ୍ଦେ ଉତ୍କଳ ଜନନୀ -CLASS-IX & X-ସଂକ୍ଷିପ୍ତ ପ୍ରଶ୍ନୋତ୍ତର

40.    ସର୍ବଂସହା ମାଟି -CLASS-X-ସଂକ୍ଷିପ୍ତ ପ୍ରଶ୍ନୋତ୍ତର

41.    ଭୀମଙ୍କ ସିଂଘନାଦ ରଡି -CLASS-X-ସଂକ୍ଷିପ୍ତ ପ୍ରଶ୍ନୋତ୍ତର

42.    ରାଘବଙ୍କ ଲଙ୍କା ଯାତ୍ରାନୁକୂଳ -CLASS-X-ସଂକ୍ଷିପ୍ତ ପ୍ରଶ୍ନୋତ୍ତର

43.    ଜାଗ ବନ୍ଧନ ହରା-CLASS-X- ସରଳ ବ୍ୟାଖ୍ୟା



- M. B. Prasad.

copyright© 2023 M. B . Prasad, ABC Learning Point.

 All rights reserved.

No part of this publication may be  reproduced, distributed, or transmitted in any form or by any means, including photocopying, recording, or other electronic or mechanical methods, without the prior written permission of the publisher, except non-commercial uses permitted by copyright laws.

ବି: ଦ୍ର: - ପାଠକ ପାଠିକା ବା ଯେ କେହି ଉପରୋକ୍ତ ଲେଖା ମଧ୍ୟରେ କୌଣସି ତ୍ରୁଟି ଲକ୍ଷ କଲେ କିମ୍ବା ତ୍ରୁଟି ସମ କିଛି ମନେହେଲେ E-mail ମାଧ୍ୟମରେ ଆମକୁ  ଖବର କରିବେ ବୋଲି ଆଶା ରଖୁଛୁ ।

Write us at pointabclearning@gmail.com

*****


Comments