Posts

Janmabhumi- ଜନ୍ମଭୂମି -CLASS-X- ସଂକ୍ଷିପ୍ତ ପ୍ରଶ୍ନୋତ୍ତର

Image
ଜନ୍ମଭୂମି - କୃଷ୍ଣଚନ୍ଦ୍ର ପାଣିଗ୍ରାହୀ                  1.          ' ଜନ୍ମଭୂମି '  ପ୍ରବନ୍ଧ ର ପ୍ରାବନ୍ଧିକ କିଏ  ? ଉ :-  ଶ୍ରୀଯୁକ୍ତ   କୃଷ୍ଣଚନ୍ଦ୍ର ପାଣିଗ୍ରାହୀ 2.          ଶ୍ରୀଯୁକ୍ତ କୃଷ୍ଣ ଚନ୍ଦ୍ର ପାଣିଗ୍ରାହୀ କେଉଁ ବିଭାଗ ରେ କାର୍ଯ୍ୟ କରୁଥିଲେ  ? ଉ :- ' ପ୍ରତ୍ନତାତ୍ତ୍ୱିକ   ବିଭାଗ ' ରେ   3.          ଓଡିଶା ର କେଉଁ ଜିଲ୍ଲା ରେ ସେ ଜନ୍ମ ଗ୍ରହଣ କରିଥିଲେ  ? ଉ :-  ‘ ମୟୁରଭଞ୍ଜ’ ଜିଲ୍ଲା ରେ   4.          ତାଙ୍କ ଆତ୍ମଜୀବନୀ ପୁସ୍ତକ ର ନାମ କଣ  ? ଉ :- ' ମୋ ସମୟର ଓଡିଶା ' 5.          କେଉଁ ମୂଳ ପୁସ୍ତକ ରୁ ଜନ୍ମଭୂମି ପ୍ରବନ୍ଧ କୁ ଗ୍ରହଣ କରାଯାଇଛି  ? ଉ :- ' ପ୍ରବନ୍ଧ ମାନସ ' 6.          ପ୍ରାବନ୍ଧିକଙ୍କ ଜନ୍ମ ସ୍ଥାନ ର ନାମ କଣ  ? ଉ :-  ‘ ଖିଚିଂ’   ଅଞ୍ଚଳ ...

Bhimanka singhanada radi- ଭୀମଙ୍କ ସିଂଘନାଦ ରଡି -CLASS-X- କବିତା ର ସମ୍ପୂର୍ଣ୍ଣ ବର୍ଣ୍ଣନା

Image
ଭୀମଙ୍କ ସିଂଘନାଦ ରଡି - ମାଟିର ମହାକବି ସାରଳା ଦାସ (ଉତ୍କଳ ବ୍ୟାସ) ସାହିତ୍ୟ ଏକ ସିନ୍ଧୁ   ।   ସେହି ସିନ୍ଧୁ ର କ୍ଷୁଦ୍ର ଜଳକଣା ସଦୃଶ ମୋର ଏହି ଛୋଟ ଉଦ୍ୟମ   ।   ତା '  ଭିତରେ ବ୍ୟାକରଣ ଜନିତ ଭୁଲ୍ ମଧ୍ୟ ଦୃଷ୍ଟିଗୋଚର ହୋଇପାରେ   ।   କେବଳ ଛାତ୍ର ଛାତ୍ରୀ ଙ୍କୁ ଏକ ନିର୍ଦ୍ଧିଷ୍ଟ ବିଷୟରେ ସମ୍ୟକ୍ ଜ୍ଞାନ ବିତରଣ କରିବାର ଏକ ଦୁର୍ବାର କାମନା କୁ ଚରିତାର୍ଥ କରି ଅନ୍ତର ଭିତରେ ଉଠିଥିବା ଅଦମ୍ୟ ପିପାସା ର ଇତି କରିଛି   ।   ଏ ଏକ ପ୍ରକାର ଧୃଷ୍ଟତା ଓ ଅପଚେଷ୍ଟା ଭାବେ   ମଧ୍ୟ ବିବେଚିତ   ହୋଇପାରେ   । ତଥାପି କିଞ୍ଚିତ୍ ଭାବେ ମଧ୍ୟ ଯଦି ପାଠକ ପାଠିକା ଙ୍କ ଜ୍ଞାନ ର ଭଣ୍ଡାରକୁ ଏହା ପରିପୁଷ୍ଟ କରେ ହେଲେ ,  ସେ ହିଁ ଏ ଅପଚେଷ୍ଟା ର ବହୁମୂଲ୍ୟ   । Analysed By - M.B. Prasad. ପୂର୍ବାଭାସ :- ଝଙ୍କଡ଼ ବାସିନୀ ମା ଶାରଳାଙ୍କ ଅପାର କରୁଣା ଲାଭ କରି ଠାକୁରାଣୀ ଙ୍କ ଦାସ   ବା ସାରଳା ଦାସ ଭାବେ ପରିଚୟ ଲାଭ    କରିଥିବା ପଞ୍ଚଦଶ ଶତାବ୍ଦୀ ର ଏହି ମହାନ୍ କବି ସଂସ୍କୃତ ପଣ୍ଡିତ ମାନଙ୍କ ଅହଙ୍କାର କୁ ଚୂର୍ଣ୍ଣ କରିବା ପାଇଁ ଜଗତ୍ ସିଂହପୁର ଜିଲ୍ଲା ର ଝଙ୍କଡ଼ ଗ୍ରାମରେ ଜନ୍ମ ଗ୍ରହଣ କରି ଓଡ଼ିଆ ସାହିତ୍ୟ ର ଆଦି ଯୁଗ କୁ କରିଥିଲେ ଗୌରବମୟ   ।   ମାଟିର ମହାକବି ଭାବେ ନାମ ଲାଭ କରିଥିବା ଶୂଦ୍ରମୁ...