Posts

Matrubhasha o lokasikshya- ମାତୃଭାଷା ଓ ଲୋକଶିକ୍ଷା -CLASS-X- ସଂକ୍ଷିପ୍ତ ପ୍ରଶ୍ନୋତ୍ତର

Image
  ମାତୃଭାଷା ଓ ଲୋକଶିକ୍ଷା             - ଶ୍ରୀଯୁକ୍ତ ଗୋଲୋକ ବିହାରୀ ଧଳ 1.         ' ମାତୃଭାଷା ଓ ଲୋକଶିକ୍ଷା '  ପ୍ରବନ୍ଧ ର ପ୍ରାବନ୍ଧିକ କିଏ  ? ଉ:- ଶ୍ରୀଯୁକ୍ତ   ଗୋଲୋକବିହାରୀ ଧଳ 2.         ପ୍ରାବନ୍ଧିକଙ୍କ କେଉଁ ମୂଳ ପୁସ୍ତକ ରୁ ' ମାତୃଭାଷା ଓ ଲୋକଶିକ୍ଷା ' ପ୍ରବନ୍ଧ କୁ ଉଦ୍ଧାର କରାଯାଇଛି  ? ଉ:- ‘ ଓଡ଼ିଆ କେବେ ’ ପୁସ୍ତକ ରୁ 3.         ପ୍ରାବନ୍ଧିକ ଗୋଲୋକ ବିହାରୀ ଧଳଙ୍କ ଜନ୍ମସ୍ଥାନ ର ନାମ କଣ  ? ଉ:- ‘ଗଞ୍ଜେଇଡିହ’ 4.         ସେ ଓଡିଶାର କେଉଁ ଜିଲ୍ଲା ରେ ଜନ୍ମ ଗ୍ରହଣ କରିଥିଲେ  ? ଉ:- ‘ଢେଙ୍କାନାଳ’   ଜିଲ୍ଲା ରେ 5.         ଆମ ଦେଶ ରେ ଭାଷା ସମସ୍ୟା କହିଲେ ଲୋକେ କେଉଁ କଥା କୁ ବୁଝିଥାନ୍ତି   ବୋଲି ପ୍ରବନ୍ଧରେ କୁହାଯାଇଛି  ? ଉ:- ‘ହିନ୍ଦୀ ଓ ଇଂରାଜୀ ଭାଷା ର ବିବାଦ କଥା’ କୁ 6.         କେଉଁ   ଭାଷା   କୁ ଜନତା ର ପ୍ରଥମ ପ୍ରୟୋଜନ ...

Sabhyata o bigyana- ସଭ୍ୟତା ଓ ବିଜ୍ଞାନ -CLASS-X- ସଂକ୍ଷିପ୍ତ ପ୍ରଶ୍ନୋତ୍ତର

Image
  ସଭ୍ୟତା ଓ ବିଜ୍ଞାନ   - ଶ୍ରୀଯୁକ୍ତ ବଂଶୀଧର ସାମନ୍ତ ରାୟ   1.         ' ସଭ୍ୟତା ଓ ବିଜ୍ଞାନ ପ୍ରବନ୍ଧର ପ୍ରାବନ୍ଧିକ ଙ୍କ ନାମ କଣ  ? ଉ :-  ଶ୍ରୀଯୁକ୍ତ ବଂଶୀଧର ସାମନ୍ତ ରାୟ 2.         ଶ୍ରୀଯୁକ୍ତ ବଂଶୀଧର ସାମନ୍ତ ରାୟ କେଉଁ ଜିଲ୍ଲା ରେ ଜନ୍ମ ଗ୍ରହଣ କରିଥିଲେ  ? ଉ :- କଟକ 3.         ତାଙ୍କର ଜନ୍ମ ସ୍ଥାନ ର ନାମ କଣ  ? ଉ :- ପଟ୍ଟାମୁଣ୍ଡାଇ ର ‘ବଡପଡା’ ଗ୍ରାମ ରେ 4.         କେଉଁ ମସିହାରେ ଏହି ପ୍ରବନ୍ଧ ଉତ୍କଳ ସାହିତ୍ୟ ରେ ପ୍ରକାଶ ଲାଭ କରିଥିଲା  ? ଉ :- ୧୯୪୨ ମସିହା ରେ 5.         କେଉଁ ଗ୍ରୀସିୟ ଦେବତା ର ନାମ ପ୍ରବନ୍ଧ ରେ ଉଲ୍ଲେଖ କରାଯାଇଛି  ? ଉ :-  ‘ ଆଟ୍ ଲାସ୍ ’ 6.         ଗ୍ରୀସିୟ ,  ରୋମୀୟ ଓ ମିଶରୀୟ ସଭ୍ୟତା ର ଆଦର୍ଶ କଣ ଥିଲା  ? ଉ :- ‘ ଭୋଗ ’ 7.         ଭାରତୀୟ ସଭ୍ୟତା ର ଆଦର୍ଶ କଣ   ଥିଲା  ? ଉ :...