Posts

Sabhyata o bigyana- ସଭ୍ୟତା ଓ ବିଜ୍ଞାନ -CLASS-X- ସଂକ୍ଷିପ୍ତ ପ୍ରଶ୍ନୋତ୍ତର

Image
  ସଭ୍ୟତା ଓ ବିଜ୍ଞାନ   - ଶ୍ରୀଯୁକ୍ତ ବଂଶୀଧର ସାମନ୍ତ ରାୟ   1.         ' ସଭ୍ୟତା ଓ ବିଜ୍ଞାନ ପ୍ରବନ୍ଧର ପ୍ରାବନ୍ଧିକ ଙ୍କ ନାମ କଣ  ? ଉ :-  ଶ୍ରୀଯୁକ୍ତ ବଂଶୀଧର ସାମନ୍ତ ରାୟ 2.         ଶ୍ରୀଯୁକ୍ତ ବଂଶୀଧର ସାମନ୍ତ ରାୟ କେଉଁ ଜିଲ୍ଲା ରେ ଜନ୍ମ ଗ୍ରହଣ କରିଥିଲେ  ? ଉ :- କଟକ 3.         ତାଙ୍କର ଜନ୍ମ ସ୍ଥାନ ର ନାମ କଣ  ? ଉ :- ପଟ୍ଟାମୁଣ୍ଡାଇ ର ‘ବଡପଡା’ ଗ୍ରାମ ରେ 4.         କେଉଁ ମସିହାରେ ଏହି ପ୍ରବନ୍ଧ ଉତ୍କଳ ସାହିତ୍ୟ ରେ ପ୍ରକାଶ ଲାଭ କରିଥିଲା  ? ଉ :- ୧୯୪୨ ମସିହା ରେ 5.         କେଉଁ ଗ୍ରୀସିୟ ଦେବତା ର ନାମ ପ୍ରବନ୍ଧ ରେ ଉଲ୍ଲେଖ କରାଯାଇଛି  ? ଉ :-  ‘ ଆଟ୍ ଲାସ୍ ’ 6.         ଗ୍ରୀସିୟ ,  ରୋମୀୟ ଓ ମିଶରୀୟ ସଭ୍ୟତା ର ଆଦର୍ଶ କଣ ଥିଲା  ? ଉ :- ‘ ଭୋଗ ’ 7.         ଭାରତୀୟ ସଭ୍ୟତା ର ଆଦର୍ଶ କଣ   ଥିଲା  ? ଉ :...

Janmabhumi- ଜନ୍ମଭୂମି -CLASS-X- ସଂକ୍ଷିପ୍ତ ପ୍ରଶ୍ନୋତ୍ତର

Image
ଜନ୍ମଭୂମି - କୃଷ୍ଣଚନ୍ଦ୍ର ପାଣିଗ୍ରାହୀ                  1.          ' ଜନ୍ମଭୂମି '  ପ୍ରବନ୍ଧ ର ପ୍ରାବନ୍ଧିକ କିଏ  ? ଉ :-  ଶ୍ରୀଯୁକ୍ତ   କୃଷ୍ଣଚନ୍ଦ୍ର ପାଣିଗ୍ରାହୀ 2.          ଶ୍ରୀଯୁକ୍ତ କୃଷ୍ଣ ଚନ୍ଦ୍ର ପାଣିଗ୍ରାହୀ କେଉଁ ବିଭାଗ ରେ କାର୍ଯ୍ୟ କରୁଥିଲେ  ? ଉ :- ' ପ୍ରତ୍ନତାତ୍ତ୍ୱିକ   ବିଭାଗ ' ରେ   3.          ଓଡିଶା ର କେଉଁ ଜିଲ୍ଲା ରେ ସେ ଜନ୍ମ ଗ୍ରହଣ କରିଥିଲେ  ? ଉ :-  ‘ ମୟୁରଭଞ୍ଜ’ ଜିଲ୍ଲା ରେ   4.          ତାଙ୍କ ଆତ୍ମଜୀବନୀ ପୁସ୍ତକ ର ନାମ କଣ  ? ଉ :- ' ମୋ ସମୟର ଓଡିଶା ' 5.          କେଉଁ ମୂଳ ପୁସ୍ତକ ରୁ ଜନ୍ମଭୂମି ପ୍ରବନ୍ଧ କୁ ଗ୍ରହଣ କରାଯାଇଛି  ? ଉ :- ' ପ୍ରବନ୍ଧ ମାନସ ' 6.          ପ୍ରାବନ୍ଧିକଙ୍କ ଜନ୍ମ ସ୍ଥାନ ର ନାମ କଣ  ? ଉ :-  ‘ ଖିଚିଂ’   ଅଞ୍ଚଳ ...