Posts

Katha- କାଠ -CLASS-X- ସଂକ୍ଷିପ୍ତ ପ୍ରଶ୍ନୋତ୍ତର

Image
  କାଠ -ବସନ୍ତ କୁମାର ଶତପଥୀ   1.       ' କାଠ ' ଗଳ୍ପ ର ଗାଳ୍ପିକଙ୍କ ନାମ କଣ  ?             ଉ:-    ବସନ୍ତ କୁମାର ଶତପଥୀ   2.       ଗାଳ୍ପିକ ବସନ୍ତ କୁମାର ଶତପଥୀ ଓଡିଶା ର କେଉଁ ଜିଲ୍ଲା ରେ ଜନ୍ମ ଗ୍ରହଣ କରିଥିଲେ  ?              ଉ:-    ମୟୁରଭଞ୍ଜ ଜିଲ୍ଲା ରେ 3.       ଗାଳ୍ପିକ ବସନ୍ତ କୁମାର ଶତପଥୀଙ୍କ ଜନ୍ମସ୍ଥାନ ର ନାମ କଣ  ?              ଉ:-    ବାରିପଦା ର ‘ ପାନ୍ଧଡା ’ ଗ୍ରାମ 4.       ଗାଳ୍ପିକ ବସନ୍ତ କୁମାର ଶତପଥୀ କେଉଁ ପୁସ୍ତକ ପାଇଁ ଓଡ଼ିଆ ସାହିତ୍ୟ ଏକାଡେମୀ ପୁରସ୍କାର ଲାଭ କରିଛନ୍ତି  ?              ଉ:-   ‘ ଆଣ୍ଟିରୋମାଣ୍ଟିକ୍ ’ ଗଳ୍ପ ସଂକଳନ ପାଇଁ 5.       ଗୋଦାମ୍ ରୁ କେତେ ପରିମାଣ କାଠ ଗାଳ୍ପିକ ବସନ୍ତ କୁମାର ଶତପଥୀ ଠେଲା ଗାଡି ରେ ଘରକୁ ନେଇ ଆସି...

Odia Sahitya Katha- ଓଡ଼ିଆ ସାହିତ୍ୟ କଥା -CLASS-X- ସଂକ୍ଷିପ୍ତ ପ୍ରଶ୍ନୋତ୍ତର

Image
ଓଡ଼ିଆ ସାହିତ୍ୟ  କଥା   - ଓଡ଼ିଆ ସିଲାବସ୍ କମିଟି 1.          କେଉଁ ନିୟମ ବଳରେ ଇଂରେଜ୍ ମାନେ ଓଡିଶା ର କୃଷକ ଓ ଜମିଦାର ମାନଙ୍କ ର ଜମି କୁ ହସ୍ତାନ୍ତର କରି ନେଉଯାଉଥିଲେ  ? ଉ:-   ' ସୂର୍ଯ୍ୟାସ୍ତ ନିୟମ ' ବଳରେ 2.       ଖ୍ରୀଷ୍ଟିଆନ୍   ମିଶିନାରିଆନ୍   ମାନେ କେଉଁ ମସିହା ରୁ ଓଡିଶା ରେ ବିଦ୍ୟାଳୟ ସବୁ ପ୍ରତିଷ୍ଠା କରି ଶିକ୍ଷା ଦେବା ଆରମ୍ଭ କରିଥିଲେ  ? ଉ:-    ୧୮୨୨ ମସିହା ରୁ 3.       ନ '  ଅଙ୍କ ଦୁର୍ଭିକ୍ଷ କେଉଁ ମସିହାରେ ଦେଖାଦେଇଥିଲା  ? ଉ:-    ୧୮୬୬ ମସିହା ରେ 4.       ' ଉତ୍କଳ ଦୀପିକା ' ର ସମ୍ପାଦକ କିଏ ଥିଲେ  ? ଉ:-    ଗୌରୀଶଙ୍କର ରାୟ 5.       ଏହା କେଉଁ ମସିହାରେ ସମ୍ପାଦିତ ହୋଇଥିଲା  ? ଉ:-    ୧୮୬୬ ମସିହା ରେ 6.       ' ବାଲେଶ୍ୱର ସମ୍ବାଦ ବାହିକା ' ପତ୍ରିକା କେଉଁ ମସିହା ରେ ପ୍ରକାଶିତ ହୋଇଥିଲା ? ଉ:-    ୧୮୬୮ ମସିହା ରେ 7.       କେଉଁ ମସିହା ରେ ' ମୁକୁର ' ପତ୍ରିକା...