Posts

Fire and Ice-Class-X-"ଉଗ୍ରତା ଓ ଉଦାସୀନତା"- ଓଡିଆ ଭାଷା ରେ

Image
Fire and Ice Some say the world will end in fire Some say in ice. From what I’ve tasted of desire I hold with those who favour fire. But if it had to perish twice, I think I know enough of hate To say that for destruction ice Is also great And would suffice. -Robert Frost ଉଗ୍ରତା   ଓ   ଉଦାସୀନତା ମଣିଷ ଭିତରେ ବିବେକ ଶକ୍ତି ରହିଥିବାରୁ ,  ସଂସାରରେ ସର୍ବଶ୍ରେଷ୍ଠ ପ୍ରାଣୀ ଭାବେ ସେ ପରିଗଣିତ ହୋଇଥାଏ ।   କିନ୍ତୁ ,  ବସ୍ତୁବାଦୀ ସଂସାର ଏହି ସାମାଜିକ ପ୍ରାଣୀ ଭାବେ ପରିଚିତ ହେଉଥିବା ମଣିଷ କୁ ,  ବେଳେବେଳେ କୁପଥକୁ ସହଜରେ ଟାଣିନିଏ ।   ଲୋଭ ଓ ମୋହ ର ବଶବର୍ତ୍ତୀ ହେବା ଦ୍ଵାରା ସେ ଏକ ପ୍ରକାର ପଥ ଭ୍ରଷ୍ଟ ହୋଇ ,  ଅନୈତିକତା ଭିତରେ ଗତି କରି ଶେଷରେ ନିଜ ଜୀବନକୁ ମଧ୍ୟ ବିପଥଗାମୀ କରିଥାଏ ।   ଚୂନା ହୋଇଯାଏ ତା ହସ ଖୁସି ର ସଂସାର ।   ଭୌତିକ   ମାୟା ର ବଶବର୍ତ୍ତୀ ହୋଇ ମଣିଷ ମନୁଷ୍ୟତା ର ପରିଧି ଭିତରୁ ଦୂରେଇଗଲା ପରେ ,  ନାନା ପ୍ରକାରର ଅସାମାଜିକ ପ୍ରବୃତ୍ତି ଦ୍ଵାରା ସେ ପରିଚାଳିତ ହୋଇବସେ ।   ତେଣୁକରି ,  କୌଣସି ଏକ ମହାପୁରୁଷ କାମନା କୁ ଦୁଃଖ ର କାରଣ ବୋଲି ସ୍ପଷ୍ଟ କରିଥିଲେ । ବଞ୍ଚିବା ପାଇଁ   ମଣିଷ ପାଖରେ   ଯେ...

Dust of Snow-Class-X-"ପେନ୍ଥାଏ ବରଫ"- ଓଡିଆ ଭାଷା ରେ

Image
  Dust of Snow The way a crow Shook down on me The dust of snow From a hemlock tree Has given my heart A change of mood And saved some part Of a day I had rued. R OBERT F ROST ପେନ୍ଥାଏ ବରଫ ପ୍ରକୃତି ଶିକ୍ଷା ର ଗନ୍ତାଘର । ପ୍ରକୃତିର ପ୍ରତ୍ୟେକ ଉପାଦାନ ଶିକ୍ଷା ର ଉତ୍ସ ସଦୃଶ । ମଙ୍ଗଳମୟ ଈଶ୍ଵରଙ୍କ ମହାନ୍ ଅବଦାନ ଏହି ପ୍ରକୃତି । ଏହି ପ୍ରକୃତି ଉଭୟ ଭୟ ପ୍ରସଂଶା , ଅଭିଶାପ ଆଶୀର୍ବାଦ , ସୌନ୍ଦର୍ଯ୍ୟ ଓ ତାଣ୍ଡବ ଲୀଲା ସୃଷ୍ଟି କରିପାରୁଥିବା ଶକ୍ତି ସବୁ ର ଏକ ସମାବେଶ କହିଲେ ଅତ୍ୟୁକ୍ତି ହେବ ନାହିଁ   । ସେ ଝରଣା ର ଝର ଝର ଶବ୍ଦ ହେଉ ବା କୋଇଲି ର କୁହୁ କୁହୁ ସୁର ହେଉ ଅଥବା ମୟୁର ର ଗିରି ଶିଖର ରେ ନୃତ୍ୟ କରିବା ହେଉ ସେ ସବୁ ପ୍ରକୃତି ରାଣୀ ର ଗୋଟିଏ ଗୋଟିଏ ଅପରୂପ ସୌନ୍ଦର୍ଯ୍ୟ । ଅପର ପକ୍ଷ ରେ , ଝଡ ତୁଫାନ୍ ହେଉ ବା ବନ୍ୟାର ର ବିଭୀଷିକା ହେଉ କିମ୍ବା ଭୂମିକମ୍ପ ହେଉ ସେ ସବୁ ପ୍ରକୃତିର ଭୟଙ୍କର ମହା-ଶକ୍ତି ସଦୃଶ । ସୁତରାଂ ପ୍ରକୃତି କେତେବେଳେ କେଉଁ ରୂପ ଧାରଣ କରେ ତା ’ ବିଷୟରେ ବୁଝିବା କାଠିକର ପାଠ ହୋଇଥାଏ । ପ୍ରକୃତି କେତେବେଳେ ଆକାଶ ରେ ଇନ୍ଦ୍ରଧନୁ ଦେଖାଇ ମନ ମଧ୍ୟ ରେ ଆନନ୍ଦ ଭରିଦେଇଥାଏ ତ ଅନ୍ୟ କେତେବେଳେ ଗୁରୁଗମ୍ଭୀର ବଜ୍ରନାଦ ରେ ବକ୍ଷକୁ କମ୍ପାଇ ବସେ । ପ୍ରକୃତି ସର୍ବଶକ୍ତିମାନ୍ । ଏହି ପ୍ରକୃତି କେତେବେଳେ କେ...

The Fun They Had- CLASS-IX- An analytical description in English

Image
  THE FUN THEY HAD -Isaac Asimov ABOUT THE STORY:- "The fun they had" is a short story published in 1951. This story describes how science might impact the society in future. At the same time, it reflects on the potential drawbacks of technology in the field of education. It explains importance of human connection in the learning process. The two characters Margie and Tommy are two school students who experience no fun in their virtual class room and long for the traditional school. ORIGINAL TEXT:- M ARGIE even wrote about it that night in her diary. On the page headed 17 May 2157, she wrote, “Today Tommy found a real book!” It was a very old book. Margie’s grandfather once said that when he was a little boy his grandfather told him that there was a time when all stories were printed on paper. Real book- the physical book which has paper pages EXPLANATION:- The story begins with Margie, a girl at her 11 writing about an old book in her diary on the ...