Sarban saha maati- CLASS-X-Objectives- ସର୍ବଂସହା ମାଟି -ସଂକ୍ଷିପ୍ତ ପ୍ରଶ୍ନୋତ୍ତର
1. 'ସର୍ବଂ ସହା ମାଟି' କବିତା ର କବି କିଏ?
ଉ-
ବିଦ୍ୟୁତ୍ ପ୍ରଭା ଦେବୀ
2. କବି ବିଦ୍ୟୁତ ପ୍ରଭା ଦେବୀ ଙ୍କ କେଉଁ ମୂଳ ପୁସ୍ତକ ରୁ 'ସର୍ବଂ ସହା ମାଟି' କବିତା ର ଉଦ୍ଧାର କରାଯାଇଛି?
ଉ- ମାଟି ପାଣି ଓ ପବନ
ପୁସ୍ତକ ର
3. କେଉଁ ଜିଲ୍ଲା ରେ କବିଙ୍କ ଜନ୍ମ ହୁଏ?
ଉ-
କଟକ ଜିଲ୍ଲା ରେ
4. ମାଟି ମାଁ ର ପାଣି ପବନ ଆମ ଶରୀର କୁ କଣ ଯୋଗାଉଅଛି ବୋଲି କବି ଉଲ୍ଲେଖ କରିଛନ୍ତି?
ଉ-
ବଳ ଯୋଗଉଅଛି ବୋଲି
5. କବିଙ୍କ ର କେଉଁ ପୁସ୍ତକ କେନ୍ଦ୍ର ସାହିତ୍ୟ ଏକାଡେମୀ ଦ୍ୱାରା ପୁରସ୍କୃତ ହୋଇପାରିଛି?
ଉ- 'ସଞ୍ଚୟନ' ପୁସ୍ତକ
6. କବିତା ରେ 'ସରବ ସହଣୀ' ବୋଲି କାହାକୁ କୁହାଯାଇଛି?
ଉ-
ମାଟି ମାଁ କୁ
7. ସମସ୍ତଙ୍କୁ ସମାନ ଭାବରେ କିଏ ସେନେହ ଯୋଗାଉଅଛି ବୋଲି କବି କହିଛନ୍ତି?
ଉ-
ମାଁ
8. ବୃକ୍ଷ ଲତା ର ଫଳ ଆମ ଶରୀର କୁ କଣ ଯୋଗାଉଅଛି ବୋଲି କବି କହିଛନ୍ତି?
ଉ-
ଶକ୍ତି
9. କେଉଁଟି କବିଙ୍କ ଆଖିରେ କଅଁଳ ବିଛଣା ସମ ମନେ ହୋଇଛି?
ଉ-
ସବୁଜ ଘାସ ର ପ୍ରାନ୍ତର
10. ମାଟି ମାଁ ଆମ ପାଇଁ ଚେରିମୂଳି କାହିଁକି ରଖିଅଛି ବୋଲି କବିତା ରେ କୁହାଯାଇଛି?
ଉ-
ଦେହ ର ଦୁଃଖ କୁ ଦୂର କରିବାକୁ
11. ସନ୍ତାନ ର ମନ ସୁଖ ପାଇଁ ମାଟି ମାଁ କେଉଁଠି ହସକଥା ଭରି
ରଖିଅଛି ବୋଲି କବିତା ରେ କବି କହିଛନ୍ତି ?
ଉ-
ନଦୀ ଓ ସମୁଦ୍ର କୂଳ ରେ
12. କେଉଁ କଥା କବିଙ୍କ ବୁକୁ ଫୁଲାଏ ବୋଲି କବିତା ରେ ଉଲ୍ଲେଖ କରାଯାଇଅଛି ?
ଉ-
ବନପକ୍ଷୀ ର ଡାକ ବା ସଙ୍ଗୀତ
13. ଜନ୍ମ କାଳ ରୁ କିଏ କାହାର ଦେହରେ ଆଘାତ ଦେବା କଥା କବି କହିଛନ୍ତି ?
ଉ-
କବି ମାଟି ମାଁ ର ଦେହରେ
14. କାହାର ଧୈର୍ଯ୍ୟ ଶକ୍ତି ଅମାପ ବୋଲି କବି ଉଲ୍ଲେଖ କରିଛନ୍ତି?
ଉ-
ମାଟି ମାଁ
15. ମଣିଷ ର ସବୁ ଦୋଷ କୁ ମାଟି ମାଁ କାହିଁକି କ୍ଷମି ଅଛି?
ଉ-
ନିଜ ସନ୍ତାନ ବିଚାର କରି
16. 'କେତେ ତପ କରି ଏଇ ଜନମ ରେ ଆସିଛି ତୋ ଦେଶ ବୁଲି' ର ଅର୍ଥ କଣ?
ଉ-
କୋଟିଏ ଜନ୍ମ ପରେ ମଣିଷ ଜନ୍ମ ଲାଭ କରିବା
17. ମାଟି ମାଁ ର ଅମାପ ଧୈର୍ଯ୍ୟ ଭିତରୁ କବି ନିଜପାଇଁ କାହିଁକି ଟିକିଏ ମାଗୁଛନ୍ତି?
ଉ-
ଜଗତ ର ସେବା କରିବାକୁ
18. କାହାର ଦେହ ପାହାଡ଼ ପଥର ବୋଲି କବିତା ରେ ଉଲ୍ଲେଖ କରାଯାଇଛି?
ଉ-
ମାଟି ମାଁ ଙ୍କ ର ଦେହ
19. କାହାର ପରାଣ କଅଁଳ ପତର ବୋଲି କବି କବିତା ରେ ସ୍ପଷ୍ଟ କରିଛନ୍ତି?
ଉ-
ମାଟି ମାଁ ଙ୍କ ର
20. କବି କାହାର ଅନ୍ତର ଆଦେଶ ପାଳନ କରୁଛନ୍ତି ବୋଲି କବିତା ରେ ଉଲ୍ଲେଖ କରିଛନ୍ତି ?
ଉ-
ମାଟି ମାଁ ଙ୍କ ର
21. କାହାର ଦୁଃଖ ର ପାହାନ୍ତି ଅନ୍ଧାର ପାହି ଆସୁଅଛୁ ବୋଲି କବି କବିତା ରେ ବ୍ୟକ୍ତ କରିଛନ୍ତି?
ଉ-
ମାଟି ମାଁ ଙ୍କ ର
22. କେଉଁ କଥା କୁ ପାହାନ୍ତି ଅନ୍ଧାର ବୋଲି କବିତା ରେ କୁହାଯାଇଛି?
ଉ-
ପରାଧୀନତା ର କଥା କୁ
23. କାହାର ମୁକ୍ତି ର କାମନା କବି କବିତାରେ ପ୍ରକାଶ କରିଛନ୍ତି?
ଉ-
ମାଟି ମାଁ ଙ୍କ ର ମୁକ୍ତି ର କାମନା
24. କେଉଁ ନୂଆ ସପନ ରେ କବି ବିଭୋର ହୋଇଯାଇଛନ୍ତି ବୋଲି କବିତା ରେ ପ୍ରକାଶ କରାଯାଇଅଛି?
ଉ-
ମାଟି ମାଁ ଙ୍କ ର ସ୍ଵାଧୀନତା ର ସପନ କଥା ରେ
25. ଦେବ ଭୂମି ଓ ବୀର ଭୂମି ବୋଲି କବି କାହାକୁ କବିତା ରେ ସମ୍ବୋଧନ କରିଛନ୍ତି?
ଉ-
ମାଟି ମାଁ ଙ୍କୁ
26. କାହାର ପାଦ ଧୂଳି କୁ ମୁଣ୍ଡରେ ବୋଲି ହେବାକୁ କବି କବିତା ରେ କହିଛନ୍ତି?
ଉ-
ମାଟି ମାଁ ଙ୍କ ର
27. ଚେତନା ଗରଭା ମାଟି ବୋଲି କବି କାହାକୁ ସମ୍ବୋଧନ କରିଛନ୍ତି?
ଉ-
ମାଟି ମାଁ ଙ୍କୁ
28. କାହାର ଚେତନା ର ଚାବି କାଠି ହଜିଆଯାଛି ବୋଲି କବି କବିତା ରେ କହିଛନ୍ତି?
ଉ-
କବିଙ୍କ ନିଜର ଚେତନା ର ଚାବି କାଠି
29. 'ଦୁଖ ଦଡମଡି' ଶବ୍ଦ ର ଅର୍ଥ କଣ?
ଉ-
ଦୁଃଖ ଜଞ୍ଜାଳ
30. କବିତା ରେ ବ୍ୟବହାର କରାଯାଇଥିବା 'ଟାଣ' ଶବ୍ଦ ର ଅର୍ଥ କଣ?
ଉ-
ଶକ୍ତ
31. ମାଟି ମାଁ ଙ୍କ ର କେଉଁ କଅଁଳ ବିଛଣା ଆମକୁ ଆରାମ ଦିଏ ବୋଲି
କବିତା ରେ କବି କହିଛନ୍ତି?
ଉ-
ସବୁଜ ଘାସ ର କଅଁଳ ବିଛଣା
32. ବନ ପକ୍ଷୀ ର ଡାକ ଶୁଣିଲେ ଆମ ଭିତରେ କି ପ୍ରକାର ପ୍ରତିକ୍ରିୟା ସୃଷ୍ଟି ହୋଇଥାଏ ?
ଉ-
ହୃଦୟ ଭିତରେ ତୃପ୍ତି ଭରିଯାଏ
1. ମଙ୍ଗଳେ ଅଇଲା ଉଷା -CLASS-X- କବିତା ର ସମ୍ପୂର୍ଣ୍ଣ ବର୍ଣ୍ଣନା
2. ଚିଲିକାରେ ସାୟନ୍ତନ ଦୃଶ୍ୟ -CLASS-X- କବିତା ର ସମ୍ପୂର୍ଣ୍ଣ ବର୍ଣ୍ଣନା
3. ବନ୍ଦେ ଉତ୍କଳ ଜନନୀ -CLASS-IX & X- କବିତା ର ସମ୍ପୂର୍ଣ୍ଣ ବର୍ଣ୍ଣନା
4. ସର୍ବଂସହା ମାଟି -CLASS-X- କବିତା ର ସମ୍ପୂର୍ଣ୍ଣ ବର୍ଣ୍ଣନା
5. ଭୀମଙ୍କ ସିଂଘନାଦ ରଡି -CLASS-X- କବିତା ର ସମ୍ପୂର୍ଣ୍ଣ ବର୍ଣ୍ଣନା
6. ରାଘବଙ୍କ ଲଙ୍କା ଯାତ୍ରାନୁକୂଳ -CLASS-X-କବିତା ର ସମ୍ପୂର୍ଣ୍ଣ ବର୍ଣ୍ଣନା
7. କୋଣାର୍କ -CLASS-X- ସଂକ୍ଷିପ୍ତ ପ୍ରଶ୍ନୋତ୍ତର
8. ଫ ଲ୍ ଗୁ -CLASS-X- ସଂକ୍ଷିପ୍ତ ପ୍ରଶ୍ନୋତ୍ତର
9. ବେଳ ଅଶ୍ୱତ୍ଥ ଓ ବଟବୃକ୍ଷ -CLASS-X- ସଂକ୍ଷିପ୍ତ ପ୍ରଶ୍ନୋତ୍ତର
10. କାଳ ର କପୋଳ ତଳେ -CLASS-X- ସଂକ୍ଷିପ୍ତ ପ୍ରଶ୍ନୋତ୍ତର
11. କାଠ -CLASS-X- ସଂକ୍ଷିପ୍ତ ପ୍ରଶ୍ନୋତ୍ତର
12. ଓଡ଼ିଆ ସାହିତ୍ୟ କଥା -CLASS-X- ସଂକ୍ଷିପ୍ତ ପ୍ରଶ୍ନୋତ୍ତର
13. କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର -CLASS-X- ସଂକ୍ଷିପ୍ତ ପ୍ରଶ୍ନୋତ୍ତର
14. ନରେନ୍ ରୁ ବିବେକାନନ୍ଦ -CLASS-X- ସଂକ୍ଷିପ୍ତ ପ୍ରଶ୍ନୋତ୍ତର
15. ମାତୃଭାଷା ଓ ଲୋକଶିକ୍ଷା -CLASS-X- ସଂକ୍ଷିପ୍ତ ପ୍ରଶ୍ନୋତ୍ତର
16. ସଭ୍ୟତା ଓ ବିଜ୍ଞାନ -CLASS-X- ସଂକ୍ଷିପ୍ତ ପ୍ରଶ୍ନୋତ୍ତର
17. ଜନ୍ମଭୂମି -CLASS-X- ସଂକ୍ଷିପ୍ତ ପ୍ରଶ୍ନୋତ୍ତର
18. ଛନ୍ଦ -CLASS-X- ସରଳ ବ୍ୟାଖ୍ୟା
19. ଅଳଙ୍କାର -CLASS-X- ସରଳ ବ୍ୟାଖ୍ୟା
20. ବାକ୍ୟ ବିଚାର -CLASS-X- ସରଳ ବ୍ୟାଖ୍ୟା
21. The Road Not Taken- CLASS-IX- An analytical description in English
22. The Ant and The Cricket- CLASS-VIII- An analytical description in English
23. Squirrel- CLASS-VII- An analytical description in English
24. ବୃକ୍ଷ ମାହାତ୍ମ୍ୟ -CLASS-VIII- କବିତା ର ସମ୍ପୂର୍ଣ୍ଣ ବର୍ଣ୍ଣନା
25. How the camel got his hump- CLASS-VIII- An analytical description in English
26. THE LOST CHILD- CLASS-IX- An analytical description in English
27. କାହା ମୁଖ ଅନାଇ ବଞ୍ଚିବି -CLASS-IX- କବିତା ର ସମ୍ପୂର୍ଣ୍ଣ ବର୍ଣ୍ଣନା
28. Fire and Ice-Class-X-ଉଗ୍ରତା ଓ ଉଦାସୀନତା- ଓଡିଆ ଭାଷା ରେ
29. Dust of Snow-Class-X-ପେନ୍ଥାଏ ବରଫ- ଓଡିଆ ଭାଷା ରେ
30. THE FUN THEY HAD- CLASS-IX- An analytical description in English
31. A letter to God-Class-X-ଈଶ୍ଵରଙ୍କୁ ଚିଠାଉ- ଓଡିଆ ଭାଷା ରେ
32. FIRE AND ICE- CLASS-X- An analytical description in English
33. ୨୦୨୪ ମାଟ୍ରିକ୍ ମାତୃଭାଷା ପ୍ରଶ୍ନପତ୍ର ଓ ୬ଷ୍ଠ ରୁ ୯ମ ଶ୍ରେଣୀ ପର୍ଯ୍ୟନ୍ତ ପରୀକ୍ଷା ପ୍ରଶ୍ନପତ୍ର ପ୍ରଘଟ ଘଟଣା
34. DUST OF SNOW- CLASS-X- An analytical description in English
35. A LETTER TO GOD-CLASS-X- An analytical description in English
36. ବିଂଶ ଶତାବ୍ଦୀ ଓ ଆମ ଓଡିଆ ଭାଷା -AN ESSAY-ମୋର ବ୍ୟକ୍ତିଗତ ଚିନ୍ତାଧାରା ମାତ୍ର
37. ମଙ୍ଗଲେ ଅଇଲା ଉଷା -CLASS-X-ସଂକ୍ଷିପ୍ତ ପ୍ରଶ୍ନୋତ୍ତର
38. ଚିଲିକାରେ ସାୟନ୍ତନ ଦୃଶ୍ୟ -CLASS-X-ସଂକ୍ଷିପ୍ତ ପ୍ରଶ୍ନୋତ୍ତର
39. ବନ୍ଦେ ଉତ୍କଳ ଜନନୀ -CLASS-IX & X-ସଂକ୍ଷିପ୍ତ ପ୍ରଶ୍ନୋତ୍ତର
40. ସର୍ବଂସହା ମାଟି -CLASS-X-ସଂକ୍ଷିପ୍ତ ପ୍ରଶ୍ନୋତ୍ତର
41. ଭୀମଙ୍କ ସିଂଘନାଦ ରଡି -CLASS-X-ସଂକ୍ଷିପ୍ତ ପ୍ରଶ୍ନୋତ୍ତର
42. ରାଘବଙ୍କ ଲଙ୍କା ଯାତ୍ରାନୁକୂଳ -CLASS-X-ସଂକ୍ଷିପ୍ତ ପ୍ରଶ୍ନୋତ୍ତର
43. ଜାଗ ବନ୍ଧନ ହରା-CLASS-X- ସରଳ ବ୍ୟାଖ୍ୟା
- M. B. Prasad.
copyright© 2023 M. B . Prasad, ABC Learning Point.
All rights reserved.
No part of this publication may be reproduced, distributed, or transmitted in any form or by any means, including photocopying, recording, or other electronic or mechanical methods, without the prior written permission of the publisher, except non-commercial uses permitted by copyright laws.
ବି: ଦ୍ର: - ପାଠକ ପାଠିକା ବା ଯେ କେହି ଉପରୋକ୍ତ ଲେଖା ମଧ୍ୟରେ କୌଣସି ତ୍ରୁଟି ଲକ୍ଷ କଲେ କିମ୍ବା ତ୍ରୁଟି ସମ କିଛି ମନେହେଲେ E-mail ମାଧ୍ୟମରେ ଆମକୁ ଖବର କରିବେ ବୋଲି ଆଶା ରଖୁଛୁ ।
Write us at pointabclearning@gmail.com
*****
Comments
Post a Comment