The Raven and the Fox-Class-VI-Detailed Explanation
THE RAVEN AND THE FOX
And
Reynard the Fox looked up at him;
For the
Raven held in his great big beak,
A morsel
the Fox would go far to seek.
Difficult words: -
Was perched upon a limb- was sitting on a branch
Looked up- stare
Held- past form of hold
Beak- the hard projecting part of bird’s face
Morsel- a tiny piece of food
In this first stanza of the poem, we see Mr. Raven, a black bird larger
than crow is sitting on a branch of a tree. On the other hand, Reynard a fox is
looking up at the Raven. He is interested in what the bird on the tree is
holding in its beak. In fact, the Raven has a tasty piece of food which the fox
really likes to have. He is eager for the food which is rare and hard to find.
He is sure to have it.
ଏକ ଚତୁର ବିଲୁଆ ଏବଂ କାଉ ସଦୃଶ ଦେଖାଯାଉଥିବା ଏକ ନିର୍ବୋଧ ପକ୍ଷୀ ର ଏଇ କବିତା ନୈତିକ
ଶିକ୍ଷା ପ୍ରଦାନ କରିଥାଏ । କବିତା ଟି ରେ କାଉ ସଦୃଶ ଦୃଶ୍ୟମାନ ହେଉଥିବା ପକ୍ଷୀ ର ଥୁଣ୍ଟ ରେ
ସ୍ଵାଦ ଭରା କୌଣସି ଖାଦ୍ୟ ଟୁକୁଡା କୁ ଦେଖି ଚତୁର ବିଲୁଆ ବୁଦ୍ଧି ପ୍ରୟୋଗ କରି ତାକୁ ପ୍ରାପ୍ତ
କରିବା ପାଇଁ ପ୍ରୟାସ କରି ସଫଳ ହୁଏ ।
ପକ୍ଷୀ ଟି ବୃକ୍ଷ ଡାଳ ରେ ଖାଦ୍ୟ ଟୁକୁଡା କୁ ଥୁଣ୍ଟ ରେ ଧରି ବସିଥିବା ଅବସ୍ଥା ରେ ବିଲୁଆ
ର ଦୃଷ୍ଟି ଗୋଚର ହୋଇଛି । ଏହା ଏକ ସ୍ଵାଦ ଭରା ଖାଦ୍ୟ ଟୁକୁଡା ବୋଲି ବୁଲୁଆ ନିଶ୍ଚିତ ହୋଇଛି । ନିଜର
ବୁଦ୍ଧି ପ୍ରୟୋଗ କରି ଉକ୍ତ ଖାଦ୍ୟ ଟୁକୁଡା କୁ ପ୍ରାପ୍ତ କରିପାରିବ ବୋଲି ସେ ନିଶ୍ଚିତ ହୁଏ ।
ଖାଦ୍ୟ ଟୁକୁଡା ର ମୋହ ତା’ ଭିତରେ ଅଭେଦ୍ୟ ଯୋଜନା ସୃଷ୍ଟି କରେ ।
Said the
Fox, in admiring tones: “My word!
Sir
Raven, you are a handsome bird.
Such
feathers! If you would only sing,
The birds of these woods would call you
King.”
Difficult words: -
Admiring- praising
Handsome- good looking
Feathers- plumes that cover the body of birds
Wood- forest
Reynard, the fox is applying his idea to flatter the bird on the tree
Mr. Raven. The fox is admiring the crow like bird. He is speaking that Raven is
really looking handsome with his black feathers. He says that, everyone in the
forest will recognize him as the King of Birds if only he sings. Here the fox
being a cleverer animal trying to make the bird feel proud in order to fulfil
his intention.
ମନ ମଧ୍ୟ ରେ ଚିନ୍ତା କରିଥିବା ଯୋଜନା କୁ ଚତୁର ବିଲୁଆ ଫଳବତୀ କରିବା
ପୂର୍ବରୁ ପକ୍ଷୀ ଟି କୁ ପ୍ରଶଂସା କରି ତା ହୃଦୟ ଜିଣିବାକୁ
ଅଭିନବ ଉପାୟ କୁ ବ୍ୟବହାର କରିବସେ । ପ୍ରଶଂସା ପୂର୍ବକ ତୁମେ ଅତ୍ୟନ୍ତ ସୁନ୍ଦର ଓ ତୁମ କଳା ରଙ୍ଗର
ପର ମଧ୍ୟ ଖୁବ ଆକର୍ଷଣୀୟ ବୋଲି ନିଜ ସ୍ଥିରୀକୃତ ଯୋଜନା ମଧ୍ୟରେ ପକ୍ଷୀ ଟି କୁ ସଫଳତା ର ସହିତ କରାୟତ
କରିଥାଏ ।
The
Raven, who did not see the joke,
Forgot
that his voice was just a croak.
He
opened his beak, in his foolish pride–
And down
fell the morsel the Fox had eyed.
Difficult words: -
Joke- funny talk
Croak- unpleasant voice
The bird on the tree Raven did not realize that the suggestion of the
fox was simply a trick. He was caught up in his own pride. Though his voice was
just a crook he forgot it and began to sing. Due to this foolish action, the
tasty morsel fell out of his beak and it was what the fox exactly wanted.
ବିଲୁଆ ର କୌଶଳ ଭରା ପରାମର୍ଶ କୁ ଭେଦ କରି ନ ପାରି ମନ ମଧ୍ୟ ରେ ଫୁଲି ଉଠିଥିବା ପକ୍ଷୀ ଟି ନିଜ ର ସ୍ଵର ଜମା ରୁ ସଙ୍ଗୀତ ପ୍ରଦାନ କରିପାରିବ ନାହିଁ ବୋଲି ମନେପକେଇ ନ ପାରି ଭାବାବେଗ ରେ ମନୋନିବେଶ କରି ଗାନ କରିବାକୁ ଉତ୍ସୁକ ହୋଇବସେ ଓ ଏହି ନିର୍ବୋଧତା ପାଇଁ ତା’ ଥୁଣ୍ଟ ରେ ଥିବା ଖାଦ୍ୟ ଟୁକୁଡା କୁ ତାକୁ ହାରିବାକୁ ହୁଏ ।
“Ha-ha!”
laughed the Fox. “And now you know,
Ignore sweet words that make you glow.
Pride, my friend, is rather unwise;
I’m sure this teaching is quite a surprise.”
-Jean de La Fontaine
Difficult words: -
Ignore- refuse to take notice
Glow- happy
Unwise- foolish
The fox under the tree who was looking up at the Raven laughed and said
not to be fooled by flattering words. Relying on foolish thing is unwise. It
was a lesson to Raven not to be easily swayed by flattering words that make him
feel good.
ବୃକ୍ଷ ତଳ ରେ ଥିବା ଚତୁର ବିଲୁଆ ନିଜର ଯୋଜନା ଫଳବତୀ ହୋଇସାରିଛି ଦେଖି
ପକ୍ଷୀ ଟି କୁ ପର କଥା ରେ ପଡି ନିର୍ବୋଧ ନ ହେବା ର ଉପଦେଶ ବେବା ପୂର୍ବକ ସ୍ଵାଦିଷ୍ଟ ଖାଦ୍ୟ ଟୁକୁଡା
କୁ ଧରି ସନ୍ତୋଷ ମନ ରେ ସ୍ଥାନ ପରିତ୍ୟାଗ କରେ । ଏଥି ଉତ୍ତାରୁ ପକ୍ଷୀ ଟି ନିଜର ମୂର୍ଖତା କୁ ଗ୍ରହଣ
କରିବସେ । କାହାର କୌଣସି ମିଠା କଥା ରେ ନ ପଡି ନିଜ କଥା କୁ ଗୁରୁତ୍ଵ ଦେବା କୁ ସିଦ୍ଧାନ୍ତ ନିଏ
। ବିଲୁଆ ତାକୁ ଉପଯୁକ୍ତ ଶିକ୍ଷା ଦେଇଯାଇଛି ବୋଲି ପକ୍ଷୀ ଟି ଝୁରି ହେବାକୁ କୁ ବାଧ୍ୟ ହୁଏ ।
READ OUR OTHER POSTS
1. ମଙ୍ଗଳେ ଅଇଲା ଉଷା -CLASS-X- କବିତା ର ସମ୍ପୂର୍ଣ୍ଣ ବର୍ଣ୍ଣନା
2. ଚିଲିକାରେ ସାୟନ୍ତନ ଦୃଶ୍ୟ -CLASS-X- କବିତା ର ସମ୍ପୂର୍ଣ୍ଣ ବର୍ଣ୍ଣନା
3. ବନ୍ଦେ ଉତ୍କଳ ଜନନୀ -CLASS-IX & X- କବିତା ର ସମ୍ପୂର୍ଣ୍ଣ ବର୍ଣ୍ଣନା
4. ସର୍ବଂସହା ମାଟି -CLASS-X- କବିତା ର ସମ୍ପୂର୍ଣ୍ଣ ବର୍ଣ୍ଣନା
5. ଭୀମଙ୍କ ସିଂଘନାଦ ରଡି -CLASS-X- କବିତା ର ସମ୍ପୂର୍ଣ୍ଣ ବର୍ଣ୍ଣନା
6. ରାଘବଙ୍କ ଲଙ୍କା ଯାତ୍ରାନୁକୂଳ -CLASS-X-କବିତା ର ସମ୍ପୂର୍ଣ୍ଣ ବର୍ଣ୍ଣନା
7. କୋଣାର୍କ -CLASS-X- ସଂକ୍ଷିପ୍ତ ପ୍ରଶ୍ନୋତ୍ତର
8. ଫ ଲ୍ ଗୁ -CLASS-X- ସଂକ୍ଷିପ୍ତ ପ୍ରଶ୍ନୋତ୍ତର
9. ବେଳ ଅଶ୍ୱତ୍ଥ ଓ ବଟବୃକ୍ଷ -CLASS-X- ସଂକ୍ଷିପ୍ତ ପ୍ରଶ୍ନୋତ୍ତର
10. କାଳ ର କପୋଳ ତଳେ -CLASS-X- ସଂକ୍ଷିପ୍ତ ପ୍ରଶ୍ନୋତ୍ତର
11. କାଠ -CLASS-X- ସଂକ୍ଷିପ୍ତ ପ୍ରଶ୍ନୋତ୍ତର
12. ଓଡ଼ିଆ ସାହିତ୍ୟ କଥା -CLASS-X- ସଂକ୍ଷିପ୍ତ ପ୍ରଶ୍ନୋତ୍ତର
13. କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର -CLASS-X- ସଂକ୍ଷିପ୍ତ ପ୍ରଶ୍ନୋତ୍ତର
14. ନରେନ୍ ରୁ ବିବେକାନନ୍ଦ -CLASS-X- ସଂକ୍ଷିପ୍ତ ପ୍ରଶ୍ନୋତ୍ତର
15. ମାତୃଭାଷା ଓ ଲୋକଶିକ୍ଷା -CLASS-X- ସଂକ୍ଷିପ୍ତ ପ୍ରଶ୍ନୋତ୍ତର
16. ସଭ୍ୟତା ଓ ବିଜ୍ଞାନ -CLASS-X- ସଂକ୍ଷିପ୍ତ ପ୍ରଶ୍ନୋତ୍ତର
17. ଜନ୍ମଭୂମି -CLASS-X- ସଂକ୍ଷିପ୍ତ ପ୍ରଶ୍ନୋତ୍ତର
18. ଛନ୍ଦ -CLASS-X- ସରଳ ବ୍ୟାଖ୍ୟା
19. ଅଳଙ୍କାର -CLASS-X- ସରଳ ବ୍ୟାଖ୍ୟା
20. ବାକ୍ୟ ବିଚାର -CLASS-X- ସରଳ ବ୍ୟାଖ୍ୟା
21. The Road Not Taken- CLASS-IX- An analytical description in English
22. The Ant and The Cricket- CLASS-VIII- An analytical description in English
23. Squirrel- CLASS-VII- An analytical description in English
24. ବୃକ୍ଷ ମାହାତ୍ମ୍ୟ -CLASS-VIII- କବିତା ର ସମ୍ପୂର୍ଣ୍ଣ ବର୍ଣ୍ଣନା
25. How the camel got his hump- CLASS-VIII- An analytical description in English
26. THE LOST CHILD- CLASS-IX- An analytical description in English
27. କାହା ମୁଖ ଅନାଇ ବଞ୍ଚିବି -CLASS-IX- କବିତା ର ସମ୍ପୂର୍ଣ୍ଣ ବର୍ଣ୍ଣନା
28. Fire and Ice-Class-X-ଉଗ୍ରତା ଓ ଉଦାସୀନତା- ଓଡିଆ ଭାଷା ରେ
29. Dust of Snow-Class-X-ପେନ୍ଥାଏ ବରଫ- ଓଡିଆ ଭାଷା ରେ
30. THE FUN THEY HAD- CLASS-IX- An analytical description in English
31. A letter to God-Class-X-ଈଶ୍ଵରଙ୍କୁ ଚିଠାଉ- ଓଡିଆ ଭାଷା ରେ
32. FIRE AND ICE- CLASS-X- An analytical description in English
33. ୨୦୨୪ ମାଟ୍ରିକ୍ ମାତୃଭାଷା ପ୍ରଶ୍ନପତ୍ର ଓ ୬ଷ୍ଠ ରୁ ୯ମ ଶ୍ରେଣୀ ପର୍ଯ୍ୟନ୍ତ ପରୀକ୍ଷା ପ୍ରଶ୍ନପତ୍ର ପ୍ରଘଟ ଘଟଣା
34. DUST OF SNOW- CLASS-X- An analytical description in English
35. A LETTER TO GOD-CLASS-X- An analytical description in English
36. ବିଂଶ ଶତାବ୍ଦୀ ଓ ଆମ ଓଡିଆ ଭାଷା -AN ESSAY-ମୋର ବ୍ୟକ୍ତିଗତ ଚିନ୍ତାଧାରା ମାତ୍ର
37. ମଙ୍ଗଲେ ଅଇଲା ଉଷା -CLASS-X-ସଂକ୍ଷିପ୍ତ ପ୍ରଶ୍ନୋତ୍ତର
38. ଚିଲିକାରେ ସାୟନ୍ତନ ଦୃଶ୍ୟ -CLASS-X-ସଂକ୍ଷିପ୍ତ ପ୍ରଶ୍ନୋତ୍ତର
39. ବନ୍ଦେ ଉତ୍କଳ ଜନନୀ -CLASS-IX & X-ସଂକ୍ଷିପ୍ତ ପ୍ରଶ୍ନୋତ୍ତର
40. ସର୍ବଂସହା ମାଟି -CLASS-X-ସଂକ୍ଷିପ୍ତ ପ୍ରଶ୍ନୋତ୍ତର
41. ଭୀମଙ୍କ ସିଂଘନାଦ ରଡି -CLASS-X-ସଂକ୍ଷିପ୍ତ ପ୍ରଶ୍ନୋତ୍ତର
42. ରାଘବଙ୍କ ଲଙ୍କା ଯାତ୍ରାନୁକୂଳ -CLASS-X-ସଂକ୍ଷିପ୍ତ ପ୍ରଶ୍ନୋତ୍ତର
43. ଜାଗ ବନ୍ଧନ ହରା-CLASS-X- ସରଳ ବ୍ୟାଖ୍ୟା
- M. B. Prasad.
copyright© 2023 M. B . Prasad, ABC Learning Point.
All rights reserved.
No part of this publication may be reproduced, distributed, or transmitted in any form or by any means, including photocopying, recording, or other electronic or mechanical methods, without the prior written permission of the publisher, except non-commercial uses permitted by copyright laws.
ବି: ଦ୍ର: - ପାଠକ ପାଠିକା ବା ଯେ କେହି ଉପରୋକ୍ତ ଲେଖା ମଧ୍ୟରେ କୌଣସି ତ୍ରୁଟି ଲକ୍ଷ କଲେ କିମ୍ବା ତ୍ରୁଟି ସମ କିଛି ମନେହେଲେ E-mail ମାଧ୍ୟମରେ ଆମକୁ ଖବର କରିବେ ବୋଲି ଆଶା ରଖୁଛୁ ।
Write us at pointabclearning@gmail.com
*****
Comments
Post a Comment